ପବିତ୍ର ଗଣେଶପୁଜା ଅବସରରେ ବିକେବି ହାଇସ୍କୁଲ ଠାରେ ଗଜାନନ ଗଣେଶ ଓ ମା ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଯାଜପୁର:15/9(ଜାଗ୍ରତ ଭାରତ ନ୍ୟୁଜ ): ପାରି ନୁଆପଡା ପଞ୍ଚାୟତର ହାବଳଗଣ୍ଡ ପାଟଣା ଠାରେ ଥିବା ସର୍ବ ପୁରାତନ ବିକେବି ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପବିତ୍ର ଗଜାନନ ଗଣେଶଙ୍କ ପୁଜା ଅବସରରେ ଗଜାନନ ଗଣେଶ ଓ ମା ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ପୃର୍ବତନ ଅଫିସ ସହକାରୀ ଅଭିମନ୍ୟୁ ବାରିକଙ୍କ ସୈଜନ୍ୟରୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି।ଏବଂ ଏହି ସ୍କୁଲର ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାହାସବିହାରୀ ମହାନ୍ତୀ ଓ ଧର୍ମପନ୍ତ୍ରୀ ସଂକ୍ରପ୍ସରେ ବସିବା ସହିତ ନିଜ ଉଦ୍ୟମରେ ସବୁ ସାର, ଅତିଥି ଓ ସାମ୍ବାଦିକ ଏବଂ ଶିକ୍ଷା କର୍ମଚାରୀ ମାନଙ୍କୁ ଉତ୍ତରୀୟ ଦେବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଡଟପେନ ପ୍ରଦାନ କରିଥିଲେ। ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ,ରୋଜି ଦେହେରୀ,ପ୍ରଜ୍ଞାରାଣି ଦାସ ଏବଂ ଅବସରପ୍ରାପ୍ତ ଶିକ୍ଷକ ନଛେନ୍ଦ୍ର ବଳ, ରତିକାନ୍ତ ଦାସ, ପ୍ରଫୁଲ୍ଲ ସୁତାର,ଦିବାକର ଦାସ, ରବିନ୍ଦ୍ର ବେହେରା,ମିହୀର କୁମାର ବିଶ୍ୱାଳ,ହୁଷିକେଶ ସାହୁ, ଅତିଥି ଶିକ୍ଷକ ରାଜଶ୍ରୀ ବେହେରା, ବଟକୃଷ୍ଣ ପଣ୍ଡା,ଚନ୍ଦନ କୁମାର ନାୟକ,ଶିକ୍ଷା କର୍ମଚାରୀ ଅଜ୍ଜୁନି ପରିଡ଼ା,ଅନୁପ ପରିଡା, ପିତାମ୍ବର ରାଉତ,ଅନୁପମା ସେନାପତି ଓ ପ୍ରଭାତି ଦାସ,ସଖା ସେନାପତି ଏବଂ ସ୍କୁଲ ପରିଚାଳନା କମିଟି ର ନୁତନ ସଭାପତି ସରସ୍ବତୀ ପରିଡ଼ା, ପୃର୍ବତନ ସଭାପତି ନିରୋଦ ପରିଡ଼ା ପ୍ରମୁଖ ଯୋଗଦେଇ ଥିଲେ ।



