ବ୍ରାହ୍ମଣଧରା ସାମଘାନିଆ ସାହିର ବିଶ୍ୱକର୍ମା ପୂଜା ଅନୁଷ୍ଠିତ……… 17/09/2026 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବ୍ରାହ୍ମଣଧରା ଗ୍ରାମର ସାମଘନିଆ ସାହିର ପ୍ରଥମ କରି ବିଶ୍ୱକର୍ମା ପୂଜା ହୋଇଯାଇଅଛି!କଳସ ଯାତ୍ରା ସଂକୀତ୍ରାନ ସହିତ ଯାକଜକାମ ପୂଜା ହୋଇଥିଲା!କର୍ତ୍ତା ବେଣୁଧର ପଧାନ ଏବଂ ଅନ୍ୟ ସଦସ୍ୟ ଖଗେଶ୍ୱର ପଧାନ, ଧରଣୀଧର ସାହୁ, ସତ୍ୟବାନ ପଧାନ, ଚିତ୍ତରଞ୍ଜନ ପଧାନ, ଟିକମ ପଧାନ, ପ୍ରତାପ ପଧାନ, ଜିତୁ ପଧାନ,ଡାକ୍ତର ପଧାନ ବନ୍ଧୁଆ ପଧାନ, ସହଯୋଗ କରିଥିଲେ!

September 17, 2026/
No Comments


