ଖଣ୍ଡୋକଟ ଗାଁ ମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଖଣ୍ଡୋକଟା ଗ୍ରାମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଙ୍କ ମାତା ଙ୍କ ଦ୍ୱାଦଶ କାର୍ଯ୍ୟ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି। ସେଥିରେ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ତାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ଯ ମନ୍ତ୍ରୀ ମୁକେଶ ମହଲିଙ୍ଗ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ , ଦେବେନ୍ଦ୍ର ପ୍ରତାପ ସିଂହ, ଶିଶୁପାଳ ଶରି, ଅରବିନ୍ଦ ନେତମ୍, ଶରତ ଚନ୍ଦ୍ର ରନବିଡ଼ା, ରାଜ୍ୟ ସଭାପତି , ଲୋକ ଜନଶକ୍ତି ପାର୍ଟି ସୁଶୀଳା ସରାପ, ରାୟଗଡ଼ା ଜିଲ୍ଲା ବିଜେପି ଭାଇସ ପ୍ରେସିଡେଣ୍ଟ, ଭକ୍ତ ସିଂ କୋଲାଷ୍ଟେ, ନରେନ୍ଦ୍ର ସାହୁ ବ୍ଲକ୍ ସଭାପତି, ହରମୋହନ ପଟେଲ୍ ସମ୍ୱଲପୁର ଉପ ସଭାପତି ଶମ୍ଭୁନାଥ ସାହୁ , ସୁରେନ୍ଦ୍ର ବାଘ୍ ଲୋକ ଜନଶକ୍ତି ପାର୍ଟି, କେନାଢିପା ସଭାପତି ସୁବ୍ରତ ଚୌଧୁରୀ ବିଜେପି, ହରେଶ ରାଉତ, ଆଶିଷ ଦେହୁରି ଆଦି କାର୍ଯ୍ୟକ୍ରମରେ ଯୋଗଦାନ୍ କରିଥଲେ, । ସମସ୍ତ ବିଜେପି ନେତା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ ମାତା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରିପୋର୍ଟ ସମ୍ୱଲପୁର ପ୍ରତିନିଧି ନରେନ୍ଦ୍ର ସାହୁ





