ଉପର ଇନ୍ଦ୍ରାବତୀ ଉOI ଜଳସେଚନ ପ୍ରକଳ୍ପର ଲୋକାର୍ପଣ

ଜେ ବି ଏନ, ୧୪/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କଳାହାଣ୍ଡିବାସୀଙ୍କ ଉଦ୍ଦେଶ୍ୟରେ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣା ହୋଇଯାଇଛି । ୯୮୬ , ୭୧ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଦ୍ବାରା ୩ ଲକ୍ଷରୁ ଅଧୁକ ଚାଷୀ ଉପକୃତ ହେବେ । ୨୫ , ୨୭୫ ହେକ୍ଟର ଜମିରେ ଜଳସେଚନ ସମ୍ଭବପର ହୋଇ ପାରିବ ।



