
ନେତାଜୀଙ୍କର ୧୨୫ ତମ ଜୟନ୍ତୀ ପାଳନ
(ଜେ ବି ଏନ) ୨୩/୦୧ /୨୦୨୧ ଢେଙ୍କାନାଳ :ନେତାଜୀ କ୍ଲବ ତରଫରୁ ନେତାଜୀଙ୍କର ୧୨୫ ତମ ଜୟନ୍ତୀ ପାଳନ କରାଯାଇଛି ।କୋଭିତ – ୧୯ କୁ ନଜରରେ ରଖି ନିରାଡମ୍ବର ଭାବେ ଜୟନ୍ତୀ ପାଳନ ହୋଇଯାଇଛି। ଏବଂ ଢେଙ୍କାନାଳ ରେ ଥିବା ସମସ୍ତ ମହାପୁରୁଷ ଙ୍କର ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରାଯାଇଅଛି। ଏଥିରେ କ୍ଲବ ର ସମସ୍ତ ସଭ୍ଯ ସହଯୋyଗ କରିଥିଲେ। ପ୍ରଦ୍ୟୁମ୍ନ ପାଢି, ନିରଞ୍ଜନ ସାମଲ, ସମରେନ୍ଦ୍ର ମହାନ୍ତି, ସଂଗ୍ରାମ ମହାନ୍ତି, ସୁନୀଲ ବେହେରା, ସୁଧାଂଶୁ ଜେନା, ସୁନୀଲ ପାଣି, ତାପସ ମହାନ୍ତି, ଓ ଅନ୍ୟ ସମସ୍ତ ସଭ୍ୟ ଙ୍କ ଉପସ୍ଥିତରେ ମାଲ୍ୟାର୍ପଣ କରାଯାଇଥିଲା।



