ନୂତନ ଭାବେ ବିଜେପି ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟା ଜୟନ୍ତୀ ସାହୁଙ୍କୁ ସମ୍ବର୍ଦ୍ଧନା

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, ଜଗନ୍ନାଥ ବେହେରା), ନାଲକୋ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ସ୍ଥିତ ଶ୍ରୀମତୀ ଜୟନ୍ତୀ ସାହୁଙ୍କ ବାସଭବନରେ ଆଜି ନୂତନ ଭାବେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟା ରୁପେ ମନୋନୀତ ହୋଇଥିବା ଶ୍ରୀମତି ଜୟନ୍ତୀ ସାହୁ ଙ୍କୁ ୨୭ନମ୍ବର ଜୁନ୍ ର ସଭାପତି ଶ୍ରୀ କିଟୁ ପଣ୍ଡା ଏବଂ ୨୮ନମ୍ବର ଜୁନ୍ ର ସଭାପତି ଶ୍ରୀଯୁକ୍ତ ଅଖିଳ କୁମାର ସାମଲ ଓ ଜିଲ୍ଲା ବିଜେପି ର ସମ୍ପାଦକ ଅନିଲ କୁମାର ବେହେରା ଓ ଅନ୍ୟ କାର୍ଯ୍ୟକରତା ମାନେ ଉପସ୍ଥିତ ରହି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଲେ ।



