ବିଶ୍ଵ ମହିଳା ଦିବସ କୁ ବରହମପୁର ର ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳନ

ଜେ ବି ଏନ, ୦୯/୦୩/୨୦୨୧, (ରିପୋର୍ଟ, ରୂପକ ମହାନ୍ତିି), ବ୍ରହ୍ମପୁର : ବିଶ୍ଵ ମହିଳା ଦିବସ କୁ ବରହମପୁର ର ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳନ ହୋଇଯାଇଛି,ବରହମପୁର ବିଧାୟଙ୍କ ବାସଭବନ ଠାରେ ବିଜୁ ଜନତା ଦଳ ତରଫରୁ ବିଶ୍ୱ ମହିଳା ଦିବସ କୁ ନିରାଡମ୍ବର ସହିତ ପାଳନ କରାଯାଇଛି, ଏହି ଉତ୍ସବରେ ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ ସହିତ ମହିଳା ମାନଙ୍କୁ ସମ୍ମାନିତ କରାଯାଈଥିଲା କିନ୍ତୁ ଏଠି ସାଧାରଣ ଜନତା ଙ୍କ ମଧୟରେ ପ୍ରଶ୍ନ ଉଠୁଛି ଯେ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ପର୍ବ କୁ ଜିଲ୍ଲାପ୍ରଶାସନ 200 ଜଣ କୁ ଅନୁମତି ଦେଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ କେତେ ଲୋକ ଙ୍କୁ ଅନୁମତି ଦେଇଥିଲେ l



