
ଓଡିଶା ମୋ ପରିବାର ପକ୍ଷରୁ ବିଶାଳ ରକ୍ତଦାନ ଶିବିର
ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୨୪/୦୩/୨୦୨୧ ଢେଙ୍କାନାଳ : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଢେଙ୍କାନାଳ ଜିଲ୍ଲା ଗୋପବନ୍ଧୁ ଟାଉନ ହଲ ଠାରେ ଓଡିଶା ମୋ ପରିବାର ପକ୍ଷରୁ ବିଶାଲ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଏହି ରକ୍ତଦାନ ଶିବିର ରେ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଯୋଗଦାନ ଦେଇ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାୟ ୨୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବିଧାୟକ ରକ୍ତଦାତାଙ୍କୁ ଭେଟ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)