Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଜିନୋମ ସିକୁଏନ୍ସିଂ ଜରିଆରେ ଭାରତରେ ଦେଖାଦେଇଥିବା ଭୂତାଣୁ ଭାରିଆଣ୍ଟର ଅଧ୍ୟୟନ ପ୍ରକାଶ କଲା ଆଇଏନଏସଏସିଓଜି - Jagrat Bharat News

ଜିନୋମ ସିକୁଏନ୍ସିଂ ଜରିଆରେ ଭାରତରେ ଦେଖାଦେଇଥିବା ଭୂତାଣୁ ଭାରିଆଣ୍ଟର ଅଧ୍ୟୟନ ପ୍ରକାଶ କଲା ଆଇଏନଏସଏସିଓଜି

ଜିନୋମ ସିକୁଏନ୍ସିଂ ଜରିଆରେ ଭାରତରେ ଦେଖାଦେଇଥିବା ଭୂତାଣୁ ଭାରିଆଣ୍ଟର ଅଧ୍ୟୟନ ପ୍ରକାଶ କଲା ଆଇଏନଏସଏସିଓଜି

ଜେ ବି ଏନ, ୨୪/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 25.12.2020ରେ ଦେଶର 10 ଜାତୀୟ ପରୀକ୍ଷାଗାରକୁ ନେଇ ଜିନୋମିକ୍ସ ଉପରେ ଏକ କନ୍ସୋଟିଅମ୍ (ଆଇଏନଏସଏସିଓଜି) ପ୍ରତିଷ୍ଠା କରାଯାଇଥିଲା । ସେବେଠାରୁ ଆଇଏନଏସଏସିଓଜି ଦେଶରେ ବ୍ୟାପିଥିବା କରୋନା ଭୂତାଣୁର ବିଭିନ୍ନ ରୂପର ଜେନୋମିକ ସିକୁଏନ୍ସିଂ ଏବଂ ବିଶ୍ଳେଷଣ କରି ଆସୁଛି । ଏହା ମଧ୍ୟ ଭୂତାଣରୁ ବିଭିନ୍ନ ପ୍ରକାର (ଜିନୋମିକ ଭାରିଆଣ୍ଟ)ର ମହାମାରୀ ପ୍ରବଣତାର ଧାରାକୁ ତୁଳନା କରି ଆସୁଛି । ବିଭିନ୍ନ ଭୂତାଣୁ ରୂପ ବଦଳାଇବା ବା ଜିନୋମିକ ଭାରିଆଣ୍ଟ ସୃଷ୍ଟି ହେବା ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଏହା ଅଧିକାଂଶ ରାଷ୍ଟ୍ରରେ ଦେଖାଦେଇଥାଏ ।

 

ତେବେ ଭୂତାଣୁର ଯେଉଁସବୁ ରୂପକୁ ନେଇ ଅଧିକ ଚିନ୍ତାବ୍ୟକ୍ତ କରାଯାଉଛି ବା ଯାହାକୁ ଭାରିଆଣ୍ଟ ଅଫ କନସର୍ନ (ଭିଓସି) କୁହାଯାଇଛି ଯେପରି 771ଟି ଭାରିଆଣ୍ଟକୁ ଆଇଏନଏସଏସିଓଜି ଚିହ୍ନଟ କରାଯାଇଛି । ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ଦିଆଯାଇଥିବା 10787ଟି ପଜିଟିଭ୍ ନମୁନାରୁ ଏହି 771 ପ୍ରକାରର ଭୂତାଣୁ ଭାରିଆଣ୍ଟକୁ ଚିହ୍ନଟ କରାଯାଇଛି । ଏଥିମଧ୍ୟରେ 736ଟି ନମୁନା ବ୍ରିଟେନ ଭୂତାଣୁ (B.1.1.7) ସଂକ୍ରମିତ ହୋଇଥିବା ବେଳେ 34ଟି ନମୁନା ଦକ୍ଷିଣ ଆଫ୍ରିକା ଭୂତାଣୁ (B.1.351) ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗୋଟିଏ ନମୁନା ବ୍ରାଜିଲିଆନ ଶ୍ରେଣୀର ଭୂତାଣୁ (P.1) ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଦେଶର 18ଟି ରାଜ୍ୟରେ ଏହିସବୁ ଭିଓସି ଥିବା ନମୁନାଗୁଡ଼ିକୁ ଚିହ୍ନଟ କରାଯାଇଛି ।

 

ଆଇଏନଏସଏସିଓଜିର ସଦସ୍ୟ ଥିବା 10ଟି ପରୀକ୍ଷାଗାରରେ ଅନ୍ତର୍ଜାତୀୟ ଯାତ୍ରୀ, ଭିଓସିରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପଜିଟିଭ୍ ଏବଂ ଅଧିକାଂଶ ରାଜ୍ୟରୁ ସଂଗୃହିତ ଗୋଷ୍ଠୀ ନମୁନାଗୁଡ଼ିକର ଜିନୋମ ସିକୁଏନ୍ସିଂ ଓ ବିଶ୍ଳେଷଣ କରାଯାଇଥିଲା ।

 

ମହାରାଷ୍ଟ୍ରରୁ ମିଳିଥିବା ନମୁନାରୁ ଜଣାପଡ଼ିଛି ଯେ ଡିସେମ୍ବର 2020 ତୁଳନାରେ E484Q ଏବଂ L452R ମ୍ୟୁଟେସନ ବା ଭୂତାଣୁର ପରିବର୍ତ୍ତିତ ରୂପରେ ଅଧିକ ବିଭାଜନ ଦେଖିବାକୁ ମିଳିଛି। ଏହି ମ୍ୟୁଟେସନ ପ୍ରତିଷେଧକ କ୍ଷମତାକୁ ଅକ୍ଷମ କରିଥାଏ ଏବଂ ସଂକ୍ରମଣ ବଢ଼ାଇଥାଏ । ଭୂତାଣୁର ଏହି ରୂପ 15-20% ନମୁନାରେ ଦେଖାଦେଇଥିଲା ଏବଂ ପୂର୍ବରୁ ସୂଚୀବଦ୍ଧ ଭିଓସି ସହିତ ମେଳ ଖାଇନଥିଲା । ଏଗୁଡ଼ିକୁ ପୃଥକ ଭିଓସି ଭାବେ ବର୍ଗୀକରଣ କରାଯାଇଛି । ତେବେ ଏଗୁଡ଼ିକର ମୁକାବିଲା ପାଇଁ ପୂର୍ବ ପରି ମହାମାରୀ ଓ ଜନସ୍ୱାସ୍ଥ୍ୟ ରଣନୀତି “ଅଧିକ ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ବିସ୍ତୃତ ଭାବେ ଚିହ୍ନଟ କରିବା ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଦ୍ୱାରା ଜାତୀୟ ଚିକିତ୍ସା ପ୍ରଣାଳୀ ଅନୁଯାୟୀ ଚିକିତ୍ସା କରିବାର ଆବଶ୍ୟକତା ରହିଛି ।

 

କେରଳର 14ଟି ଜିଲ୍ଲାରୁ ସଂଗୃହିତ ନମୁନାଗୁଡ଼ିକର ସିକୁଏନ୍ସିଂ କରାଯାଇଥିଲା । ତେବେ 11ଟି ଜିଲ୍ଲାର 123ଟି ନମୁନାରୁ ରୋଗ ପ୍ରତିଷେଧକ ଅକ୍ଷମତା ସୃଷ୍ଟି କରୁଥିବା N440K ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା । ପୂର୍ବରୁ ଏହି ଭାରିଆଣ୍ଟ ଆନ୍ଧ୍ରପ୍ରଦେଶର 33% ନମୁନାରୁ ଏବଂ ତେଲଙ୍ଗାନାରୁ ସଂଗୃହିତ 104ଟି ନମୁନା ମଧ୍ୟରୁ 53ଟିରେ ମିଳିଥିଲା । ଭୂତାଣୁର ଏହି ରୂପ ମଧ୍ୟ ବ୍ରିଟେନ, ଡେନମାର୍କ, ସିଙ୍ଗାପୁର, ଜାପାନ, ଅଷ୍ଟ୍ରେଲିଆ ଆଦି 16ଟି ଅନ୍ୟ ରାଷ୍ଟ୍ରରୁ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଏହା କୁହାଯାଇପାରେ ଯେ ଏହି ଭାରିଆଣ୍ଟଗୁଡ଼ିକୁ ଅନୁଧ୍ୟାନ କରାଯାଉଛି ।

 

ଯଦିଓ ଭିଓସି ଏବଂ ଦୁଇଟି ରୂପ ନେଉଥିବା ଭୂତାଣୁ ପ୍ରକାର ଭାରତରେ ଚିହ୍ନଟ କରାଯାଇଛି ତଥାପି ଏହା କୁହାଯାଇପାରିବ ନାହିଁ ଯେ କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପାଇଁ ଏଗୁଡ଼ିକ ଦାୟୀ କିମ୍ବା ସଂକ୍ରମଣ ବୃଦ୍ଧି ପଛରେ ଏଗୁଡ଼ିକର ସିଧାସଳଖ କୌଣସି ସମ୍ପର୍କ ରହିଛି । ପରିସ୍ଥିତିକୁ ଆହୁରି ବିଶ୍ଳେଷଣ କରିବା ଲାଗି ଜିନୋମ ସିକୁଏନ୍ସିଂ ଓ ମହାମାରୀ ବିଜ୍ଞାନ ଅଧ୍ୟୟନ ଜାରି ରହିଛି ।

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech