ପାନୀୟ ଜଳ ସମସ୍ୟା ଦୂର ପାଇଁ ପଥପ୍ରାନ୍ତ ରାଲି ଓ ଆର୍ ଡି ସି ଙ୍କୁ ଦାବୀପତ୍ର

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ସହର୍ ରେ ଦିନକୁଦିନ ପାନୀୟ ଜଳ ର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି, ରାଜ୍ୟ ସରକାର ଙ୍କ କୋଟି କୋଟି ଯୋଜନା ବରହମପୁର ସହର୍ ପାଇଁ ପଙ୍ଗୁ ହୋଇପଡିଛି, ବରହମପୁର ସହର ପାଇଁ ହୋଇଥିବା ଜାହାନି ବିଲ ପ୍ରକଳ୍ପ ସହର ବାସୀ ଙ୍କ ମନ ରେ କିଛି ପାଣି ସମସ୍ୟା ଦୂର ହେବ ବୋଲି ଆଶା କରିଥିଲେ, କିନ୍ତୁ ବିଡ଼ମ୍ବନା ର ବିଷୟ କି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ କାରୀ ହୋଇପାରିଲା ନାହିଁ, ଏହି ପ୍ରକଳ୍ପ ରେ ପାଣି ର ଦେଖା ନଥିବା ବେଳେ ଯେବେ ପାଣି ଆସେ ସେହି ଅଞ୍ଚଳ ରେ କୂତ୍ରିମ ବନ୍ୟା ଦେଖା ଦିଏ ଏହା ଫଳରେ ରାସ୍ତା ଗୁଡ଼ିକ ନଷ୍ଟ ହେବାର ଲାଗିବା ସହ କତୋଟି ଘର ଏହି ପ୍ରକଳ୍ପ ର ସଂଯୋଗୀ ରୁ ବଞ୍ଚିତ ଥିବା ନଜରକୁ ଆସିଛି, ଏହାର କାରଣ ହେଉଛି ସଠିକ ତଦାରଖ ର ଅଭାବ, ବରହମପୁର ସହର ର ପାନୀୟ ଜଳ ର ସମସ୍ୟା ଦୂର କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଙ୍କ ଆହ୍ଵାନ କ୍ରମେ ବୁଧବାର ଦିନ ଏକ ପଥ ପ୍ରାନ୍ତ ରାଲି ବାବୁଜୀ ଆଶ୍ରମ ଠାରୁ ବାହାରି ସହର୍ ର ବିଭିନ୍ନ ସ୍ଥାନ ପରିକ୍ରମା କରି ରାଜ୍ୟପାଳ ଙ୍କୁ rdc ଙ୍କ ଜରିଆରେ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)