Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ୟୁନେସ୍କୋ ମହାନିର୍ଦ୍ଦେଶକ ଅଡ୍ରେ ଅଜୋଲେଙ୍କ ସହିତ ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ - Jagrat Bharat News

ୟୁନେସ୍କୋ ମହାନିର୍ଦ୍ଦେଶକ ଅଡ୍ରେ ଅଜୋଲେଙ୍କ ସହିତ ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ୟୁନେସ୍କୋ ମହାନିର୍ଦ୍ଦେଶକ ଅଡ୍ରେ ଅଜୋଲେଙ୍କ ସହିତ ବୈଠକରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

 

 

ଜେ ବି ଏନ, ୨୫-୨୬/୦୩ /୨୦୨୧, ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏବଂ ୟୁନେସ୍କୋ ମହାନିର୍ଦ୍ଦେଶକ ଅଡ୍ରେ ଅଜୋଲେଙ୍କ ମଧ୍ୟରେ ଏକ ଭର୍ଚୁଆଲ ବୈଠକ ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ସେମାନେ ଆପୋସ ଗୁରୁତ୍ବ ବହନ କରୁଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିରେ ଜାତୀୟ ଶିକ୍ଷା ନୀତି, ବିଶେଷ କରି ଶିକ୍ଷା କ୍ଷେତ୍ରରେ ଭାରତର କୋଭିଡ ମହାମାରୀ ମୁକାବିଲା, ଭାରତ-ୟୁନସ୍କୋ ସହଯୋଗ ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା। ଏହି ବୈଠକରେ ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଅମିତ ଖାରେ, ୟୁନେସ୍କୋର ପ୍ରତିନିଧି ଦଳ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

 

ଶ୍ରୀ ପୋଖରିଆଲ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦେଶର ଉପାନ୍ତ ଅଞ୍ଚଳରେ ଥିବା ଅନ୍ତିମ ପିଲା ନିକଟରେ ଶିକ୍ଷାର ଆଲୋକ ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଆସୁଛି। ଏହି ପରିପ୍ରେକ୍ଷୀରେ, ସେ ସାରା ଦେଶରେ ପିଲାମାନଙ୍କ ପାଇଁ ନିରନ୍ତର ଶିକ୍ଷା ଯୋଗାଣ ସକାଶେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଯୋଜନା, ଦିକ୍ଷା (ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚର ଫର ନଲେଜ ଶେୟାରିଂ) ପ୍ଲାଟଫର୍ମ ଆଦି ଜରିଆରେ ଇଣ୍ଟରନେଟ ସୁବିଧା ଥିବା ପିଲାମାନଙ୍କୁ ନିୟମିତ ଶିକ୍ଷାଦାନ କରାଯାଉଛି। ଇଣ୍ଟରନେଟ ନଥିବା ପିଲାମାନଙ୍କୁ ଶିକ୍ଷାଦାନ ନିମନ୍ତେ ଓ୍ବାନ କ୍ଲାସ-ଓ୍ବାନ୍ ଚ୍ୟାନେଲ କାର୍ଯ୍ୟକ୍ରମ ‘ସ୍ବୟଂ ପ୍ରଭା’ ଆରମ୍ଭ କରାଯାଇଛି।

 

ଶିକ୍ଷା ବର୍ଷରେ ପିଲାମାନଙ୍କ ପାଠପଢ଼ାରେ ଯେପରି କୌଣସି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବା ଲାଗି ଦୃଢ଼ ପ୍ରୟାସ କରାଯାଇଥିବା ସେ ଜୋର ଦେଇ କହିଥିଲେ। ସେ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ସୂଚନା ବ୍ୟବସ୍ଥା (ଡିଏଆଇଏସ୍ଓ୍ବାଇ) ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସେମାନଙ୍କ ପରିବାରର ମାନସିକ ସ୍ବାସ୍ଥ୍ୟ ଏବଂ ଭାବଗତ କଲ୍ୟାଣ ପାଇଁ ଅନଲାଇନ ମନସ୍ତତ୍ତ୍ବ ସହାୟତା ଦେବା ପାଇଁ ଆରମ୍ଭ କରାଯାଇଥିବା ମନୋଦର୍ପଣ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହା 12500 ଛାତ୍ରଛାତ୍ରୀଙ୍କୁ ସହାୟକ ହୋଇଥିବା ସେ କହିଥିଲେ।

 

କୋଭିଡ ମହାମାରୀ ସମୟରେ ସଫଳତା ପୂର୍ବକ ଏବଂ ନିରାପଦ ଭାବେ ପାଖାପାଖି 2.3 ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବର ସର୍ବବୃହତ ପ୍ରବେଶିକା ପରୀକ୍ଷା ଭାବେ ପ୍ରତିଯୋଗିତା ମୂଳକ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯିବା ସମ୍ପର୍କରେ ମନ୍ତ୍ରୀ ଉଲ୍ଲେଖ କରିଥିଲେ। ମହାମାରୀ ସମୟରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ବାରା ଗ୍ରହଣ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରି ଶ୍ରୀ ପୋଖରିଆଲ କହିଥିଲେ ଯେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ କୋଭିଡ୍ କାରଣରୁ ଦେଖାଦେଇଥିବା ସମସ୍ୟାକୁ ସୁଯୋଗରେ ପରିଣତ କରି ଦେଇଥିଲେ। ସେମାନେ ଅଭିନବ ସମାଧାନ ନେଇ ଆସିଥିଲେ, ଯେପରିକି କମ ମୂଲ୍ୟରେ ପୋର୍ଟେବଲ ଭେଣ୍ଟିଲେଟର୍ସ, ଶସ୍ତା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ସଶକ୍ତ କୋଭିଡ-19 ଟେଷ୍ଟ କିଟ୍ସ, ଶସ୍ତା ଓ ପ୍ରଭାବୀ ପିପିଇ କିଟ୍ସ ଓ ମାସ୍କ ଆଦି। ଏହିସବୁ ଉଦ୍ଭାବନ କେବଳ ଭାରତରେ ନୁହେଁ ବରଂ 62ଟି ଦେଶରେ ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବାରେ ବିଶେଷ ସହାୟକ ହୋଇପାରିଛନ୍ତି। ଭାରତରେ ନିର୍ମିତ ଦୁଇଟି କୋଭିଡ ଟୀକା କେବଳ ଭାରତରେ ନୁହେଁ ସାରା ବିଶ୍ବ ପାଇଁ କୋଭିଡ ମୁକାବିଲାରେ ସହାୟକ ହୋଇଛି।

 

ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି 2020 ପାଇଁ 2020 ବର୍ଷ ସମସ୍ତଙ୍କର ମନେ ରହିବ। ଏହା ମାଧ୍ୟମରେ ଦେଶର 340 ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଇକୋସିଷ୍ଟମକୁ ବଦଳାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ସମାନତା, ଔଚିତ୍ୟ, ଉପଲବ୍ଧତା, ସୁଲଭତା ଏବଂ ଉତ୍ତରଦାୟିତ୍ୱର ଆଧାର ଉପରେ ପର୍ଯ୍ୟବସିତ। ଏହା ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଭାରତକୁ ବିଶ୍ବଗୁରୁରେ ପରିଣତ କରିବା ଏବଂ ବିଶ୍ବ ନାଗରିକ ସୃଷ୍ଟି କରିବା ଲାଗି ତାଙ୍କର ଲକ୍ଷ୍ୟ ପ୍ରତି ସମର୍ପିତ। ଭାରତ ସରକାର “ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ” ମନ୍ତ୍ର ଉପରେ ଭାରତର ଶିକ୍ଷା ପରିଦୃଶ୍ୟକୁ ବଦଳାଇବା ଦିଗରେ କାର୍ଯ୍ୟ କରୁଛନ୍ତି।

 

ସେ ଉଲ୍ଲେଖ କରିଥିଲେ ଯେ ଜାତୀୟ ଶିକ୍ଷା ନୀତି ଜରିଆରେ 2030 ସୁଦ୍ଧା ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଶତପ୍ରତିଶତ ସକଳ ନାମଲେଖା ଅନୁପାତ (ଜିଇଆର) ଏବଂ 2035 ସୁଦ୍ଧା ଉଚ୍ଚ ଶିକ୍ଷା କ୍ଷେତ୍ରରେ 50 ପ୍ରତିଶତ ଜିଇଆର ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହାଫଳରେ 35 ନିୟୁତ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିପାରିବେ। ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଲିଙ୍ଗ ସମାନତା ସୂଚକାଙ୍କ 1କୁ ଅତିକ୍ରମ କରିଥିବା ସେ ଉଲ୍ଲେଖ କରିଥିଲେ।

 

ଏସଡିଜି ଲକ୍ଷ୍ୟ 4 ଅନୁରୂପ ‘ସମସ୍ତଙ୍କ ପାଇଁ ଶିକ୍ଷା’ ନିମନ୍ତେ ଏନଇପି-2020ରେ ସୁପାରିସ କରାଯାଇଥିବା ସେ ସୂଚନା ଦେଇଥିଲେ। ପରିବେଶ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇ ସ୍କୁଲ ପାଠ୍ୟପୁସ୍ତକ ଆଣିବା ଲାଗି ସରକାର ଗୁରୁତ୍ବ ଦେଉଛନ୍ତି।

 

ଭାରତର 75ତମ ସ୍ବାଧୀନତା ଦିବସର ସ୍ମୃତିରେ “ଆଜାଦୀ କା ଅମୃତ ମହୋତ୍ସବ” ଅବସରରେ ୟୁନେସ୍କୋ ମୁଖ୍ୟାଳୟ ଠାରେ ଭାରତର 75ବର୍ଷର ଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଶିକ୍ଷା ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

 

କୋଭିଡ ମହାମାରୀ ସମୟରେ ନିରନ୍ତର ଶିକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କ ପଦକ୍ଷେପକୁ ଏହି ଅବସରରେ ୟୁନେସ୍କୋ ମହାନିର୍ଦ୍ଦେଶକ ପ୍ରଶଂସା କରିଥିଲେ। ଟିଭି, ରେଡିଓ, ଅନଲାଇନ ଆଦି ମାଧ୍ୟମରେ ଶେଷ ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷାର ଆଲୋକ ପହଞ୍ଚାଇବା ପ୍ରଶଂସନୀୟ ବୋଲି ସେ କହିଥିଲେ। ବ୍ୟାପକତା ଓ ବିବିଧତା କ୍ଷେତ୍ରରେ ଭାରତର କୋଭିଡ ମୁକାବିଲା ଉଲ୍ଲେଖନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଶିକ୍ଷା କ୍ଷେତ୍ରରେ ଭାରତର ଅଭିଜ୍ଞତା ଓ ଶ୍ରେଷ୍ଠ ପ୍ରଚଳନକୁ ୟୁନେସ୍କୋର ଅନ୍ୟ ସଦସ୍ୟ ରାଷ୍ଟ୍ରକୁ ପ୍ରଦାନ କରିବା ନିମନ୍ତେ ସେ ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଦୂରଦୃଷ୍ଟିସମ୍ପନ୍ନ ଏବଂ ସମର୍ଥ ହୋଇଥିବା ନୂଆ ଶିକ୍ଷା ନୀତି ଆଣିଥିବାରୁ ସେ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଶାସନିକ କ୍ଷମତା ସୁଦୃଢ଼ କରିବା, ସାମାଜିକ-ଭାବଗତ ଅଧ୍ୟୟନ, ପରିବେଶ ସଚେତନତା ଆଦି ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଉପାଦାନ ଜାତୀୟ ଶିକ୍ଷା ନୀତିରେ ସ୍ଥାନ ପାଇଥିବା ସେ ମତବ୍ୟକ୍ତ କରିଥିଲେ। ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଲାଗି ୟୁନେସ୍କୋ ପକ୍ଷରୁ ସେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech