ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହେଲେ

ଜେ ବି ଏନ, ୦୨/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି l ଏ ନେଇ ତେନ୍ଦୁଲକର ସୂଚନା ଦେଇଛନ୍ତି l ସେ କହିଛନ୍ତି ଯେ ‘ତୁମର ଇଚ୍ଛା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ | ଡାକ୍ତରୀ ପରାମର୍ଶ ଅନୁଯାୟୀ ପ୍ରଚୁର ସତର୍କତା ହେତୁ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥି ସହିତ’ ମୁଁ ଆଶା କରୁଛି କିଛି ଦିନ ପରେ ଘରକୁ ଫେରିବି | ସାବଧାନ ରୁହନ୍ତୁ ଏବଂ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ ‘, ବୋଲି ସଚିନ ତେନ୍ଦୁଲକର ଟ୍ୱିଟ୍ କରିଛନ୍ତି l
ମାର୍ଚ୍ଚ 27 ରେ ସେ COVID19 ପଜିଟିଭ୍ ଚିହ୍ନଟ ହୋଇଥିଲେ |

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

