କଂଗ୍ରେସ ଛାଡି ବିଜେପିରେ ମିଶିଲେ ପୂର୍ବତନ ବ୍ଲକ ସଭାପତି

ଜେ ବି ଏନ, ୦୩/୦୪/୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ), ଛେଣ୍ଡିପଦା : ଆଉ ମାତ୍ର କିଛି ଦିନ ପରେ ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ର ଜରପଡା ଜିଲ୍ଲା ପରିଷଦ ଜୋନ ରେ ଉପ ନିର୍ବାଚନ ହେବାକୁ ଯାଉଛି l ଗଡ଼ ସମ୍ଭାଳିବାବୁ ବିଜେପି l ବିଜେଡି l କଂଗ୍ରେସ ନିଜର ପ୍ରାଥୀ ଚୟନ କଲେଣି l କିନ୍ତୁ ଏହି ଉପ ନିର୍ବାଚନ ରେ ବିଜେପି ଓ ବିଜେଡି ର କଡା ଟକର ହେବ ବୋଲି ଅନୁମାନ କରା ଯାଉଛି l ଗତ କାଲି ଛେଣ୍ଡିପଦା ବ୍ଲକ କଂଗ୍ରେସ ର ପୂର୍ବତନ ବ୍ଲକ ସଭାପତି କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଲେ l ଏଥି ସହ ତାଙ୍କ ସହ ବିଜେଡି ଆଉ କଂଗ୍ରେସ ର ଶତାଧିକ ନେତା ଓ କର୍ମୀ ବିଜେପି ରେ ଯୋଗ ଦେଲେ l ଦେଖିବାକୁ ବାକି ରହିଲା ଜନତା କାହାକୁ ଭୋଟ ଦେଇ ନିଜର ନେତା କରିବେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


