ପ୍ରଦୀପ ଜେନା ହେଲେ* *ନୂଆ ମୁଖ୍ୟ ଶାସନ ସଚିବ
ଲସୁରେଶ ମହାପାତ୍ରଙ୍କ ଅବସର ପରେ ମାର୍ଚ ୧ରୁ ଦାୟିତ୍ବ ନେବେ ପ୍ରଦୀପ । ପୂର୍ବରୁ ୨ ଥର ବଢ଼ିଥିଲା ସୁରେଶଙ୍କ କାର୍ଯ୍ୟକାଳ ।
୧୯୮୯ ବ୍ୟାଚ୍ର IAS ଅଫିସର ପ୍ରଦୀପ ଜେନା ।
ଏବେ ସ୍ବତନ୍ତ୍ର ରିଲିଫ କମିସନର, ଉନ୍ନୟନ ଓ କୃଷି ଉତ୍ପାଦନ କମିସନର ଅଛନ୍ତି ପ୍ରଦୀପ l




