ବାଲେଶ୍ବର ପୁଲିସ ଦ୍ବାରା ସେକ୍ସ ରାକେଟ ଠାବ କରାଯାଇଛି। ବାଲେଶ୍ବର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରାଯାଇଛି। ବସ୍ତା, ଶିଂଲା, ମେଘଡମ୍ବର ଆଦି ଅଞ୍ଚଳରେ ଚଢ଼ାଉ ପରେ ପୁଲିସ ପକ୍ଷରୁ ୧୩ଜଣଙ୍କୁ ଗିରଫ କରାଯାଇଛି। ରାକେଟରେ ସାମିଲ ଯୁବତୀଙ୍କୁ ଉଦ୍ଧାର ପରେ ପୁଲିସ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି ।
ପଶ୍ଚିମବଙ୍ଗ ଓ ସ୍ଥାନୀୟ ଅଞ୍ଚଳର ଯୁବତୀ ରାକେଟରେ ସାମିଲ। ପୂର୍ବରୁ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ଲିଙ୍କନ ସାହୁକୁ ପୁଲିସ ଗିରଫ କରିଛି।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)