ଭୁବନେଶ୍ଵର : ଜାତୀୟ ସ୍ତରର ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET-UG (ରି-ଏଗ୍ଜାମ୍) ପାଇଁ ଅପେକ୍ଷାରେ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ । NTA ୱେବସାଇଟରେ ଜୁନ ୨୧ ପରୀକ୍ଷା ପାଇଁ ଆଡମିଟ କାର୍ଡ ଉପଲବ୍ଧ ।
ପୂର୍ବରୁ ପରୀକ୍ଷା ସମ୍ପର୍କିତ ବିଭିନ୍ନ ବିବାଦ ଓ ଅନିୟମିତତା ଅଭିଯୋଗ ପରେ ଏହି ସାନି ପରୀକ୍ଷା ଆୟୋଜନ କରାଯାଉଛି।
ଫଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏହି ପରୀକ୍ଷା ଉପରେ ନିର୍ଭର କରୁଛି। NTAର ଅଧିକୃତ ୱେବସାଇଟରେ ଲଗଇନ୍ କରି ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
ପୂର୍ବରୁ ପରୀକ୍ଷା ସମ୍ପର୍କିତ ବିଭିନ୍ନ ବିବାଦ ଓ ଅନିୟମିତତା ଅଭିଯୋଗ ପରେ ଏହି ସାନି ପରୀକ୍ଷା ଆୟୋଜନ କରାଯାଉଛି। ଫଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏହି ପରୀକ୍ଷା ଉପରେ ନିର୍ଭର କରୁଛି। NTAର ଅଧିକୃତ ୱେବସାଇଟରେ ଲଗଇନ୍ କରି ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)