Breking news
ରାଇସୁଆଁ ଓଭରବ୍ରିଜ୍ ଉପରେ ୧୨ ଚକିଆ ଧକାରେ ଓଲଟିଲା କାର ,ଯାତ୍ରୀ ଶୁରକ୍ଷୀତ
ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ OD-02 BX 9917 ନମ୍ବର ବିଶିଷ୍ଠ କାର୍ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ OD 09 P 9042 ନମ୍ବର ବିଶିଷ୍ଠ ଏକ ୧୨ ଚକିଆ ଟ୍ରକ୍ ପଛରୁ ଧକା ଦେବା ଫଳରେ କାର ଟି ଓଲଟି ପଡ଼ିଥିଲା ,ସୌଭାଗ୍ୟ ବସତଃ କାରରେ ଥିବା ୪ ଜଣ ଶୁରକ୍ଷିତ ଅଛନ୍ତି । ଶୁଚନା ଅନୁଶାରେ କାର ଟି ପଳାଶପଙ୍ଗା ରୁ ତେଲକୋଇ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଶୁଚନା ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ଓ କାର୍ କୁ ଜବଦ କରିବା ସହ କ୍ରେନ୍ ସାହାଯ୍ୟରେ କାରଟିକୁ ଉଠାଇ ଥାନାକୁ ନେଇଛନ୍ତି ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




