ନାବାଳିକା ଅପହରଣ ମାମଲାରେ ସହଯୋଗୀଙ୍କୁ କୋର୍ଟଚାଲଣ
ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ରହୁଥିବା ଜଣେ ନାବାଳିକାକୁ ଅପହରଣ ମାମଲାରେ ସହଯୋଗୀ ଗିରଫ ହୋଇ କୋର୍ଟ ଚାଲାଣ କରିଛି ବଅଁରପାଳ ପୁଲିସ। ଥାନା ଅଧିକାରୀ ନରେଶ ସାହୁ ଙ୍କ ସୂଚନା ମୁତାବକ ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ରହୁଥିବା ୧୪ ବର୍ଷୀୟ ନାବାଳିକାଙ୍କୁ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ବେହେରା ଓ ତାଙ୍କ ସହଯୋଗୀ ଅଲେଖ ବେହେରା ଉଭୟ ମିସିକି ନାବାଳିକାକୁ ଅପହରଣ କରିଥିଲେ। ସୂଚନା ଥାଉକି ପୂର୍ବରୁ ମଧ୍ୟ ଉକ୍ତ ନାବାଳିକାଙ୍କୁ ଥରେ ଅପହରଣ କରିଥିଲେ ଏବଂ ମାମଲା ରୁଜ୍ଜୁ ହୋଇଥିଲା। ଦ୍ଵିତୀୟ ଥର ପାଇଁ ନାବାଳିକାକୁ ଅପହରଣ ଘଟଣାରେ ପୁଲିସ ମାମଲା ରୁଜ୍ଜୁ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣରେ ସାହାର୍ଯ୍ୟ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନାର ଶାବଳଭଙ୍ଗା ଗ୍ରାମର ଅଲେଖ ବେହେରାକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। banarpal ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
