ଆଜି ପଣା ସଂକ୍ରାନ୍ତି ଥିବାରୁ ବୃନ୍ଦାବତୀଙ୍କ ମୂଳରେ ବସୁନ୍ଧରା ଟଙ୍ଗା ହୋଇଛି
ଆଜି ପଣା ସଂକ୍ରାନ୍ତି ଥିବାରୁ ଘରମାନଙ୍କରେ ବୃନ୍ଦାବତୀଙ୍କ ମୂଳରେ ଛାମୁଡିଆ କରାଯାଇ ବସୁନ୍ଧରା ଟଙ୍ଗା ଯାଇଥିଲା। ପଣା ସଂକ୍ରାନ୍ତି ଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବସୁନ୍ଧରା ଟଙ୍ଗା ଯାଇ ପାଣି ଦିଆଯାଏ।

All rights reserved. Designed by Inter Softech