ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

ଢେଙ୍କାନାଳ, ୨୦।୪: ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ତଥା ଦେଶ ବଂଚାଅ ଦାବୀରେ ଅଶ୍ଳୀଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ‘ଜୟ ଭାରତ ସତ୍ୟାଗ୍ରହ’ ସଭା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସୁରେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ଭାଷଣରେ ଡା. ତୁଷାର କାନ୍ତି ନାୟକ ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା ଓ ଏହି ଶାସନ ବ୍ୟବସ୍ଥା କଅଣ ଓ କିପରି କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଭାରତର ସମ୍ବିଧାନରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ବୋଲି କହିଥିଲେ । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପରିଚାଳନା କରୁଥିବା ୪ଟି ମୁଖ୍ୟ ସଂସ୍ଥା ଯଥା ବିଧାୟିକା, କାର୍ଯ୍ୟପାଳିକା, ନ୍ୟାୟ ପାଳିକା ଓ ଗଣ ମାଧ୍ୟମ; ଏହି ସମସ୍ତ ସଂସ୍ଥାକୁ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଦଳର ଫାସ୍ବାଦୀ ନରେନ୍ଦ୍ର ମୋଦି ସରକାର କବଳିତ କରି ସହିତ ସବୁ ସଂସ୍କାର ସାର୍ବଭୌମତା ଓ ସ୍ବତନ୍ତ୍ର କାର୍ଯ୍ୟକାରୀତାକୁ ପାଦତଳେ ଚାପିଦେଇ ସବୁ କ୍ଷମତାକୁ ନିଜ ହାତମୁଠାକୁ ନେଇଯାଇଛି । କ୍ଷମତାର ଅଦମ୍ୟ ଲାଳସାରେ ନରେନ୍ଦ୍ର ମୋଦୀ ଅନ୍ଧ ପାଲଟି ଯାଇଛନ୍ତି । ଭାରତର ସମ୍ବିଧାନ ପ୍ରତି ତାଙ୍କର ତିଳେ ହେଁ ସମ୍ମାନ ନାହିଁ ଓ ଯେଉଁ ସମ୍ବିଧାନର ପୃଷ୍ଠାରେ ଲେଖାଥିବା ଆଇନ୍ ଅନୁସାରେ ସେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ପଦରେ ଦାୟିତ୍ବ ନେଇଛନ୍ତି ଓ ଯାହା ଉପରେ ହାତ ରଖ୍ ଶପଥ ଗ୍ରହଣ କରିଛନ୍ତି ଏବେ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସମ୍ବିଧାନ ପ୍ରତି ଅବମାନନା ପରିଲକ୍ଷିତ ହେଉଅଛି । ଲୋକସଭା ଓ ରାଜ୍ୟସଭାରେ ନୂତନ ଭାବେ ଆଗତ ବିଲ୍‌ ଉପରେ ଆଲୋଚନା କରା ନଯାଇ, ବିରୋଧ ଦଳ ସଦସ୍ୟ ମାନଙ୍କର ମତାମତ ନନେଇ ବିଲ୍ ପାସ୍ ହୋଇ ଯାଉଛି । ଯେମିତିକି କଳା କୃଷକ ଆଇନ୍, ଯାହାକୁ ଫେରସ୍ତ ନେବାପାଇଁ କୃଷକ ସଂଗଠନ ଦ୍ବାରା ଦେଶବାସୀ ଆନ୍ଦୋଳନ ହୋଇଥିଲା, ଯାହାକୁ କଂଗ୍ରେସ ଦଳ ଆରମ୍ଭ କରିଥିଲା । ଧାରା ୩୭୦ କୁ ଉଚ୍ଛେଦ କରାଯିବା ସମ୍ପର୍କରେ ବିରୋଧଦଳ ସଦସ୍ୟଗଣ, ଏପରିକି ତତ୍କାଳୀନ ଜାମ୍ମୁ କାଶ୍ମୀର ଗଭର୍ଣ୍ଣର ସତ୍ୟପାଲ ମଲ୍ଲିକ ମଧ୍ୟ ଅବଗତ ନଥିଲେ । ନିକଟରେ ଲୋକସଭାରେ କଂଗ୍ରେସ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ୱେନାର୍ଡ ର ସାଂସଦ ରାହୁଲ ଗାନ୍ଧୀଜୀଙ୍କର ଆଡାନୀ ଓ ମୋଦିଜୀଙ୍କ ସମ୍ପର୍କିତ ପ୍ରଶ୍ନବାଣରେ ଜର୍ଜରିତ ହୋଇ ଲୋକସଭା ବାଚସ୍ପତି ତାଙ୍କ ମାଇକ୍ ବନ୍ଦ କରିଦେବା ସହିତ ତାଙ୍କ ଭାଷଣକୁ ଲୋକସଭା ରେକର୍ଡ ରୁ କାଟି ଦେଇଥିଲେ । ଯାହାକି ଭାରତବର୍ଷର ସଂସଦୀୟ ବ୍ୟବସ୍ଥା ରେ କେବେ ଘଟି ନଥିଲା । ମୋଦୀ ସରକାର କାର୍ଯ୍ୟପାଳିକାର ସ୍ୱତନ୍ତ୍ରତା କୁ କ୍ଷୁର୍ଣକରି କିପରି ଭାବରେ ଇଡି ( ପ୍ରବର୍ତନ ନିର୍ଦେଶାଳୟ), ସିବିଆଇ, ଆୟକର ବିଭାଗର ଅଧିକାରୀ ମାନଙ୍କୁ ବିରୋଧଦଳ ନେତା ମାନଙ୍କ ବିରୁଦ୍ଧରେ କେଶ୍ କରିବାକୁ ବାଧ୍ୟ କରି ଘରେ ଛାପା ମାରୁଛି ଓ ଗିରଫ କରି ଜେଲ୍ ପଠାଉଛି ତାହା ଆଉ ଏକ ସେଚ୍ଛାଚାରୀ ଶାସନର ଦୃଷ୍ଟାନ୍ତ । ଏହି ସବୁ ସଂସ୍ଥା କୁ ବ୍ୟବହାର କରି ବିରୋଧୀ ଦଳ ର ନିର୍ବାଚିତ ପ୍ରତିନିଧ୍ଵ ମାନଙ୍କୁ ଭୟଭୀତ କରାଇ ବିଜେପି ଦଳକୁ ସମର୍ଥନ କରିବା କୁ ବାଧ୍ୟ କରୁଛି ଓ ଏପରି ଅନୈତିକ ସରକାର, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରେ ଗଠନ କରିଛି ତାହା ସମସ୍ତଙ୍କୁ ବିଦିତ । ବର୍ତମାନ ର ଆଇନ୍ ବିଭାଗ ମନ୍ତ୍ରୀ କିରଣ ରିଜିଜୁଙ୍କର ଓ ରାଜ୍ୟସଭାର ଉପାଧ୍ୟକ୍ଷ ଧନକଡଙ୍କର ନ୍ୟାୟପାଳିକା ପ୍ରତି ଅବମାନନା କରିବା ଅଭ୍ୟାସ ଗତ ହୋଇ ଗଲାଣି । ଏପରିକି ଜଜ୍ ମାନେ ଅବସର ନେବାପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଧମକ ମଧ୍ୟ ଦେବାରେ ଏମାନେ ପଛାଉ ନାହାନ୍ତି । ବିଜେପି ଶାସିତ ରାଜ୍ୟ ୟୁପି ଓ ଏମ୍ ପି ରେ କିପରି ସଂଦିଗ୍ଧ ଅପରାଧୀମାନଙ୍କୁ ଏନ୍ କାଉଁଟର କରି ମାରି ଦିଆଯାଉଛି ଓ ସେମାନଙ୍କ ଘରକୁ ଲଡୋଜର୍ ଲଗାଇ ଭାଙ୍ଗି ଦିଆ ଯାଉଛି, ତାହା ନ୍ୟାୟପାଳିକା ପ୍ରତି ଏକ ଉପହାସ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର କାର୍ଯ୍ୟକାରୀ ସଭାପତି ସରୋଜ ସତପଥ୍ ଦର୍ଶାଇ ଥିଲେ । ଦେଶର ସୌଭାଗ୍ୟ ଏହିଯେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏହି ପ୍ରକାର ଚାପ ଓ ଭୟ ପ୍ରଦର୍ଶନ କୁ ଭ୍ରୂକ୍ଷେପ ନକରି ନ୍ୟାୟ ବିଚାର କରୁଛନ୍ତି । ଶିଳ୍ପପତି ମାନଙ୍କ ଦ୍ବାରା ପ୍ରାୟତଃ ସମ୍ବାଦ ପତ୍ର ଏବଂ ଟିଭି ଚ୍ୟାନେଲ ପ୍ରତିଷ୍ଠା ହୋଇଛି । ମୋଦୀ ସରକାର ସମସ୍ତଙ୍କୁ ଭୟ ପ୍ରଦର୍ଶନ କରାଇ ସରକାରର କୌଣସି ସମାଲୋଚନା କରିବାକୁ ବନ୍ଦ କରିବା ସହିତ ବିରୋଧୀଦଳ ମାନଙ୍କୁ ବଦନାମ କରିବାରେ ତତ୍ପରତା ଦେଖାଉଛନ୍ତି । ସେଥ୍ପାଇଁ ସେମାନଙ୍କୁ ଗୋଦି ମିଡ଼ିଆ ଆକ୍ଷା ଦିଆ ଗଲାଣି ବୋଲି ମୁଖ୍ୟ ଅତିଥ୍ ନବୀନ ଚନ୍ଦ୍ର ନାରାୟଣ ଦାସ କହିଥିଲେ ଓ ରିଜର୍ଭ ବ୍ୟାଙ୍କକୁ ମୋଦୀ ନିଜ ଇଚ୍ଛାରେ ପରିଚାଳନା କରୁଛନ୍ତି ବୋଲି ଉଦବେଗ ପ୍ରକାଶ କରିଛନ୍ତି । ପୂର୍ବତନ ଏଆଇସିସି ସଦସ୍ୟା ସୁଭାଷିନୀ ମହାକୁଡ଼, କୃଷକ ନେତା ବିପ୍ଳବର ସାହୁ, ବରିଷ୍ଠ ନେତା ରବି ନାରାୟଣ ମହାନ୍ତି, ବିନୟ ସାହୁ, ପ୍ରିୟବ୍ରତ ଗଡ଼ନାୟକ ପ୍ରମୁଖ ଗଣତାନ୍ତ୍ରିକ ବ୍ୟବସ୍ଥାର କ୍ରମାଗତ ଅବକ୍ଷୟ ହେଉଥିବା ଦର୍ଶାଇ ଥିଲେ । ବୁଦ୍ଧିଜୀବୀ ସଂଗଠନ ସଦସ୍ୟ ରୁଦ୍ର ପ୍ରକାଶ ସରଣ ପ୍ରଶାସନିକ ସ୍ଥାଣୁତା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ବର୍ଣ୍ଣନା କରିଛନ୍ତି । ଦେଶର ଏପରି ଏକ ଘଡିସନ୍ଧି ମୁହୁର୍ତରେ ସମଭାବାପନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଏକଯୁଟ ହୋଇ ସାଧାରଣ ଜନତାଙ୍କୁ ଏହି ସବୁ ସ୍ଥିତି ସମ୍ପର୍କରେ ଅବଗତ କରାଇବା ଆବଶ୍ୟକ ଓ ଏହାର କୁପରିଣାମର ଶୀକାର ଯେ କୌଣସି ବ୍ୟକ୍ତି ହେବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ, ଏ ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେବା ଦରକାର ବୋଲି ଉପସ୍ଥିତ ସଦସ୍ୟମାନେ ମତପ୍ରକାଶ କରିଛନ୍ତି । ସାଧାରଣ ନାଗରିକ ମିଡ଼ିଆ ପ୍ରୋପାଗଣ୍ଡାରେ ଓ ମୋଦୀ ହାଓ୍ବାରେ ଭାସିଯାଇ ମୋଦୀଙ୍କୁ ୧୦ ବର୍ଷ ଦାୟିତ୍ବ ଦେଲେ ଓ ଏବେ ଦେଶର ଯେଉଁ ଅଭୂତପୂର୍ବ କ୍ଷତି ଘଟି ଚାଲିଛି ତାହାର ପୁନରାବୃତି ଯେପରି ନହୁଏ ସେଥପାଇଁ ସଚେତନ ରହି ଆଗାମୀ ନିର୍ବାଚନରେ କଂଗ୍ରେସ ଓ ଏହାର ର ଫେଟ୍ ‘ୟୁପିଏ‘ ଦଳକୁ ଭୋଟ ଦେଇ ଜୟଯୁକ୍ତ କରାଇବା ଆବଶ୍ୟକ । ଦେଶର ସର୍ବ ସମ୍ପଦ ଓ ଗଚ୍ଛିତ ଧନ ରାଶିକୁ ଶିଳ୍ପପତି ମାନଙ୍କୁ ଆଉ ଦାନ ନକରିବା ପାଇଁ, ଅବ୍ କି ବାର୍ ୟୁପିଏ ସରକାର; ଏହାହିଁ ୨୦୨୪ ର ମନ୍ତ୍ର ହେବା ଦରକାର । ଆଜିର ସଭାରେ କଂଗ୍ରେସର ବରିଷ୍ଠ ନେତା ସୁନିଲ ଦାସ୍, ନିଶାକର ସାହୁ, ଶିଳ୍ପଶ୍ରି ହରିଚନ୍ଦନ, ରୋସନାରା ବେଗମ୍ , ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ରବିନାରାୟଣ ମହାନ୍ତି, ପ୍ରମୋଦ ରାଉତ, ରୁବିନା ବେଗମ, ପ୍ରମୁଖ ଯୋଗଦାନ କରିଥିଲେ । ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲ ନାରୀ ମାନଙ୍କର ସୁରକ୍ଷା ନହେଲେ ଗଣତନ୍ତ୍ର ମୂଲ୍ୟହୀନ ବୋଲି କହିବା ପରେ ଧନ୍ୟବାଦ ଅର୍ପଣ କରିଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech