
ଅନଗୁଳ ସୁଷୁଡ଼ା ମାଳତୀ ବିହାର ମସାଣି ପଡିଆ ପଛ ପାଖରେ ଥିବା ମାନବ ସେବାଶ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ପରିଦର୍ଶନ କରିବା ସହ ଆଶ୍ରମ ରେ ପଚିଶ ଜଣ ଅନ୍ତେବାସୀ ଙ୍କୁ ବସ୍ତ୍ର ଓ ଫଳ ବଣ୍ଟନ କରିଥିଲେ, ଆଶ୍ରମ ରେ ବୟସ୍କ ବୃଦ୍ଧ, ବୃଦ୍ଧା, କିନ୍ନର ଓ ଛୋଟ ପିଲାମାନଙ୍କ ପାଠ ପଢ଼ା ସହିତ ରହିବାର ସୁବିଧା କରାଯାଇଛି ଏବଂ ଛୋଟ ପିଲାଙ୍କ କିଛି ପିତା ମାତା ମଧ୍ୟ ରହୁଛନ୍ତି।
ଏହି ଅବସରରେ ସେ ଅନ୍ତେବାସୀ ଙ୍କ ସହ ଭାବ ବିନିମୟ କରିବା ସହିତ ସମସ୍ୟା ପଚାରି ବୁଝିଥିଲେ, ଅସହାୟ ଙ୍କ ପାଇଁ ଏହି ଅନୁଷ୍ଠାନ ସାହାରା ପାଲଟିଛି,ଏହାର ଉତ୍ତମ ପରିଚାଳନା ସାପ୍ତାହିକ ମାଗଣା ସ୍ୱାସ୍ଥ୍ୟ ଶିବିର ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


