୬୫ ଲକ୍ଷ ଆକାଉଣ୍ଟ ରଦ୍ଦ କଲା ହ୍ବାଟ୍ସଆପ
କେତେକ ନୂଆ ନିୟମରେ ସମସ୍ୟା ଥିବାରୁ ମେ ପହିଲାରୁ ମେ ୩୧ ମଧ୍ୟରେ ୬,୫୦୮୦୦୦ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପ୍ରିଲରେ ୫ଶହ ମିଲିଅନ୍ରୁ ଅଧିକ ଉପଭୋକ୍ତା ହ୍ବାଟସ୍ଆପ ବ୍ୟବହାର କରୁଛନ୍ତି।ସେଥିମଧ୍ୟରୁ ୭୪ ଲକ୍ଷ ଆକାଉଣ୍ଟରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡ଼ିଛି।





