ଜେଲ ଗଲେ କୁବେର ଅତିରିକ୍ତ ଉପଜିଲ୍ଲାପାଳ
ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ।
ରିମାଣ୍ଡ ପରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ। ପୁଣି ଠାବ ହୋଇଛି ୬ ବେନାମୀ ଆକାଉଣ୍ଟ ଓ ୩ ପ୍ଲଟ୍।
ଭଦ୍ରକରେ ୨ ଓ ଭୁବନେଶ୍ବରରେ ଗୋଟିଏ ବେନାମୀ ପ୍ଲଟ୍ ଠାବ।
୬ ବେନାମୀ ଆକାଉଣ୍ଟରୁ ୧.୨ କୋଟି ଠାବ।





