ଭାରତୀୟ ଜନତା ପାର୍ଟିଦଳ ତରଫରୁ ଦାନଗଦି ବ୍ଲକ ଟମକା ଠାରେ ବିରାଟ ମଟର ସାଇକେଲ ସୋଭା ମାତ୍ରା କରି ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।






_ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ମଣ୍ଡଳ ବୁଥ ସ୍ତରୀୟ ସମ୍ମିଳନୀ ଓ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ବିରାଟ ମଟର ସାଇକେଲ ସୋଭା ଯାତ୍ରା କରି। ସୁଚନା ମୁତାବକ ଦୀର୍ଘ ଦିନ ଧରି ବିଜେଡି ଦଳରେ ଅନେକ ପୁରୁଷ ଓ ମହିଳା ଜୀବନ କୁ ବାଜି ଲଗାଇ ବିଜେଡି ଦଳ ପାଇଁ କାର୍ଯ୍ୟ କରୁଥିଲେ। ହେଲେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଥା କୁହନ୍ତୁ ଦାନଗଦି ବ୍ଲକ କଥା କୁହନ୍ତୁ ଶତାବ୍ଦୀକ ବିଜେଡି କ୍ରମୀ ବିଜେଡି ଦଳରେ ପଡି ରହି ନିର୍ଜାତିତ ହେବା ଓ କିଛି ଉନ୍ନତି ମୁଳ କାର୍ଯ୍ୟ ନହେବା ପ୍ରତ୍ୟେକ ପଞ୍ଚାୟତ କଥା ହେଉ ଗାଁ କଥା ହେଉ ବିକାଶ ନାମରେ ବିନାଶ କରୁଛନ୍ତି ଦାନଗଦି ବୋଲି ନୁହଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ୩୫ ବର୍ଷ ଶାସନ କରି ସୁକିନ୍ଦା ଲୋକଙ୍କୁ ବୋକା ବନାଇ ରତ୍ନ ଗର୍ଭା ସୁକିନ୍ଦା ସୁନାର ସୁକିନ୍ଦା ରେ କୋଟି କୋଟି ଟଙ୍କା ଲୁଟି ଛନ୍ତି ଏଇ ଘଡେ଼ଇ ବାପ ପୁଅ। ଯେତେବେଳେ ସୁକିନ୍ଦା କୁ ଆସିଥିଲେ ପୂବର୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଭଙ୍ଗା ଜିପି ଓ ଧଳା ଧୋତି କମଦାମରେ ପିନ୍ଧ ଆସିଥିଲେ। ସେହି ଜିପି ଟିକୁ ଏହି ସୁକିନ୍ଦା ଲୋକ ଠେଲି କି ଭଙ୍ଗା ଜିପିକୁ ଛାଡୁଥିଲେ। ଏବେ ସେହି ଘଡେଇ ବାପ ପୁଅ ସୁକିନ୍ଦା ଲୋକଙ୍କ ଟଙ୍କରେ କୋଟି କୋଟି ଟଙ୍କା ରେ ଗାଡି ଚଢୁଛନ୍ତି। ସୁକିନ୍ଦା ର ଟଙ୍କା କୁ ରାଜ୍ୟ ରାଜ କୋଷକୁ ଦେଉଛନ୍ତି ସୁକିନ୍ଦା ଟଙ୍କା କୁ ଜିଲ୍ଲା ଜିଲ୍ଲା କୋଷକୁ ଦେଉଛନ୍ତି ଏହି ଘଡେଇ ବାପ ପୁଅ। ଯେଉଁ ଘଡେ଼ଇ କହିଲେ ଜାତିଆନ କୁ ଆକ୍ଷେପ କରି କହିଥିବାରୁ ବିବାଦ ରେ ଆସିଥିଲେ ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଓ ତାଙ୍କ ଦିତୀୟ ଧର୍ମ ପତ୍ନୀ ଝିଲିକି ଭଟ୍ଟାଚାର୍ଯ୍ୟ। ଦାନଗଦି ବ୍ଲକ ଓ ସୁକିନ୍ଦା ବ୍ଲକ ରେ ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଓ ତାଙ୍କ ପିତା ପୁର୍ବତନ ଅର୍ଥ ଅବକାରୀ ସ୍ୱାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ସୁକିନ୍ଦା ର ଲୋକ ଙ୍କୁ ଦରିଦ୍ର ସୀମାରେଖା ଭିତରକୁ ଠେଲି ଦେଇଛନ୍ତି। ସୁକିନ୍ଦା ଦାନଗଦି ବ୍ଲକ ର ମାଆ ଭଉଣୀ ମାନେ ଯୁବକ ମାନେ ବୃଦ୍ଧ ବୃଦ୍ଧା ବିଧଭା ମହିଳା ମାନେ କୌଣସି ସୁଭିଧା ପାଇ ପାରିଲେ ନାହିଁ।ସେସରେ ଦାନଗଦି ବ୍ଲକ ଆଜି ଜଦି ଦରିଦ୍ର ସୀମାରେଖା ତଳେ ରହିଛନ୍ତି କେବଳ ବିକାଶ ହେଲା ଧୁଳି ଧୁଆଁ ବିଶାକ୍ତ ଗ୍ୟାସ କିଡିନ ଯକ୍ଷ୍ମା ଟିଭି ଏଭଳି ବିଭିନ୍ନ ପ୍ରକାର ରୋଗ ଦେଇଛନ୍ତି ଏହି ଘଡେ଼ଇ ବାପ ପୁଅ ଓ ରାଜ୍ୟ ସରକାର ପାଇଁ। ସେଥିପାଇଁ ଆଜି ପୂବର୍ତନ ଦାନଗଦି ବ୍ଲକ ଚେୟାରମ୍ୟାନ ବୁଡେନ ସିଂ ଯାମୁଦା ଓ ବିଜେଡି ସଭାପତି ପବିତ୍ର ମୋହନ୍ ମହାପାତ୍ର ଓ ସତାଦ୍ଧିକ ବିଜେଡି ଲୋକଙ୍କୁ ଧରି ବାଧ ହୋଇ ଭାରତୀୟ ଜନତା ପାର୍ଟି ଦଳ ଓ ନରେନ୍ଦ୍ର ମୋଦି ଙ୍କ କାର୍ଯ୍ୟା କଳାପକୁ ଅନୁପ୍ରାଣିତ ହୋଇ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ। କହିଥିଲେ ଆଗାମୀ ୨୪ ନିର୍ବାଚନ ରେ ନରେନ୍ଦ୍ର ମୋଦି ଙ୍କ ଆଭାନ କ୍ରମେ ସୁକିନ୍ଦା ରୁ ପୂର୍ବ ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଓ ତାଙ୍କ ପୁଅ ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଙ୍କୁ ସୁକିନ୍ଦା ରୁ ବିତାଡିତ କରି ସୁକିନ୍ଦା ରେ ଭାରତୀୟ ଜନତା ପାର୍ଟି ଦଳର ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ ଙ୍କୁ ପଦ୍ମ ଫୁଲରେ ଜେତେଇ ସୁକିନ୍ଦା ରେ ବିକାଶ ମୂଳକ କାର୍ଯ୍ୟ କରିବେ ସୁକିନ୍ଦା ରେ ବେକାରୀ ସମସ୍ୟା ଦୁର କରବେ ବୋଲି କହିଥିଲେ।ଆଉ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଲୋକ ଓ ଜନସାଧାରଣ ମାନେ ଡକ୍ଟର ପ୍ରଦିପି ବଳ ସାମନ୍ତ ଓ ଯୁବକ ନେତା ବିଶ୍ଵଜିତ ରାଜ ସମସ୍ତେ କହିଥିଲେ ଯେ ବିଜେଡି ଦଳର ଦୃନିତୀ ଭ୍ରଷ୍ଟାଚାର ନିରରଯାତିତ ସହି ନପାରି ସାମିଲ୍ ହେଲେ ବିଜେପି ଦଳରେ ବୋଲି କହିଥିଲେ।




