ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବେଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଯାଉଛି। ଆମେରିକାରେ ରାଷ୍ଟ୍ରପତି ପଦ ଦୌଡ଼ରେ ତିନି ଜଣ ମୂଳ ଭାରତୀୟ ପ୍ରାର୍ଥୀ ଅଛନ୍ତି। ବିବେକ ରାମସୱାମୀ, ନିକ୍କି ହାଲି ଏବଂ ହର୍ଷବର୍ଦ୍ଧନ ସିଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

May 31, 2026/
No Comments



