ପଶ୍ଚିମବଙ୍ଗ ସରକାରଙ୍କର ବଡ଼ କଦମ ,ବଙ୍ଗଳାଦେଶ ର ବାହାରିଲା ଦମ , ରାଜ୍ୟରେ ବିଜେପି ସରକାର ପରେ ବଢ଼ିଲା ସୀମାରେ ସୁରକ୍ଷା , ଅନୁପ୍ରବେଶ ଉପରେ ଲାଗିଲା ଫୁଲ ଷ୍ଟଫ ,ପଶ୍ଚିମବଙ୍ଗରେ ଚାଲିଛି ବଙ୍ଗଳାଦେଶୀ ଉଛେଦ , BSF କୁ ଶୁଭେନ୍ଦୁ ସରକାର ଦେଇଛନ୍ତି ବଡ଼ ଭେଟି , ୨୭ କିମି ପର୍ଯ୍ୟନ୍ତ ହେବ ଫେନସିଂ କାର୍ଯ୍ୟ l
ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ସୀମାରେ ଚାଲିଛି ଦ୍ରୁତ ଗତିରେ ଫେନସିଂ କାମ, BSF କୁ ଏହି ଫେନସିଂ କାମରେ ସହଯୋଗ କରୁଛନ୍ତି ଶୁଭେନ୍ଦୁ ସରକାର, ଏହି କାର୍ଯ୍ୟରେ ହାତ ବଢ଼ାଇଛନ୍ତି ରାଜ୍ୟର ହିନ୍ଦୁ ପରିବାର, କୁଚ ବିହାର ଜିଲ୍ଲାର ମାଥା ଭଙ୍ଗା ଏକ ବ୍ଲକ ର ସତ ଗ୍ରାମ ମାନବାରି ଅଞ୍ଚଳ ର କିଛି ହିନ୍ଦୁ ପରିବାର ଭାରତ-ବଙ୍ଗଳାଦେଶ ସୀମାରେ ଫେନସିଂ କାର୍ଯ୍ୟ କୁ ସହଜ କରିବା ପାଇଁ ସ୍ୱଇଚ୍ଛା ରେ ୩୩ ଡିସମିଳ ଜାଗା ଦାନ କରିଛନ୍ତି l



