ଲଖନପୁର ଶ୍ରୀନାମ ସପ୍ତା ଉଦଯାପିତ
ଅମ୍ବାଭୋନା ସ୍ଥିତ ଲଖନପୁର ଗ୍ରାମ ରେ ତିନି ଦିନ ଧରି ଚାଲିଥିବା ନାମ ସପ୍ତା ଆଜି ଉଦଯାପିତ ହୋଇଛି।ଗ୍ରାମ ର ଶ୍ରୀ ଜୟନ୍ତ ସାହୁ ଓ ତାଙ୍କର ସହଧର୍ମିଣୀ ରଶ୍ମିରେଖା ପ୍ରଧାନ କର୍ତ୍ତା ଭାବେ ଯଜ୍ଞ ର କାର୍ଯ୍ୟ ତୁଲାଇ ଥିବା ବେଳେ ହେମସଗାର ମିଶ୍ର ଓ ସୁପ୍ରିମ ଦାଶ ଙ୍କ ପୋୖରହିତ ରେ ସମାପନ ହୋଇଥିଲା।ଏହି ନାମ ସପ୍ତା ରେ ହଜାର ହଜାର ଭକ୍ତ ଙ୍କ ଭିଡ଼ ସହ ସମାପନ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଗ୍ରାମର ସମସ୍ତେ ସହଯୋଗ କରିଥିଲେ।





