ମହାତ୍ମାଗାନ୍ଧୀଙ୍କ ଜନ୍ମ ମାସ ଅବସରରେ ପୂର୍ବତନ ସେବାୟତ ସହଯୋଗୀ ସ୍ବାସ୍ଥ୍ୟ ସଂସ୍ଥା ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଏକ ତାରିଖ ଏକ ଘଣ୍ଟା କାର୍ଯ୍ୟକ୍ରମ ଏକ ଅକୋଟଵର୍ ଦିନ ପାଳନ କରାଯାଇଛି।
ପୂର୍ବତନ ସେବାୟତ ସହଯୋଗୀ ସ୍ବାସ୍ଥ୍ୟ ସଂସ୍ଥାର ସମସ୍ତ କର୍ମଚାରୀ ମିଳି ମିଶି ପୂର୍ବତନ ସେବାୟତ ସହଯୋଗୀ ସ୍ବାସ୍ଥ୍ୟ ସଂସ୍ଥାର ଚାରି ପାର୍ଶ୍ୱ ରୁ ଗତ ରବିବାର ଅକୋଟଵର୍ ଏକ ତାରିଖ ଦିନ ଅଳିଆ ଆବର୍ଜନା ସଫା କରିଥିଲେ ଏବଂ ପରେ ସମସ୍ତ କର୍ମଚାରୀ ମାନେ ନିଜ ନିଜର ପ୍ରଶ୍ନ କାଳ ବିଷୟ ରେ କିପରି ଆମର ବାତା ବରଣ ସଫାରଖାଯାଇପାରିବ ସେଥିପ୍ରତି ଧ୍ୟାନଦେବା ପାଇଁ ଆଲୋକ ପାତ କରାଯାଇଥିଲା ! ଉକ୍ତ କାର୍ଯ୍ୟକ୍ରମରେ କପତାନ ହିମାଂଶୁପୃଷ୍ଟି(ଅବସରପ୍ରାପ୍ତ) ମେଜର ଡି ଶ୍ରୀନିବାସାଲୁ (ଅବସରପ୍ରାପ୍ତ) ସୁବେଦାର ଗଣେଶ୍ୱର ରାଉତ (ଅବସରପ୍ରାପ୍ତ) ପିଓ ଶଶିକାନ୍ତ ପାଣି (ଅବସରପ୍ରାପ୍ତ) ହାବିଲଦାର ମାନସ ରଞ୍ଜନ ପଣ୍ଡା (ଅବସରପ୍ରାପ୍ତ) ନାୟକ ସୁବେଦାର ସୂର୍ଯ୍ୟକାନ୍ତ ସ୍ୱାଇଁ (ଅବସରପ୍ରାପ୍ତ) ଶ୍ରୀ ଶୁଭଦୀପ ଜେନା ସ୍ୱାଗତିକା ସ୍ଵାଇଁ
ମମତାଜ଼ ବେଗମ ଦେବୁପ୍ରସାଦ ତ୍ରିପାଠୀ ବିଭାକର ଦଳାଇ ପ୍ରମୁଖ ଯୋଗଦାନ କରିଥିଲେ।





