ଜାଗ୍ରତ ଭାରତ ନ୍ୟୁଜ, ବ୍ରହ୍ମପୁର,
ବ୍ରହ୍ମପୂର୍ ମହାନଗର ନିଗମ ୧୧ ନଂ ୱାର୍ଡ ର ଉନ୍ନତି ମୂଳକ କାର୍ଯ୍ୟ କରିବା ନିମନ୍ତେ ବ୍ରହ୍ମପୁର ବିଏମସି କମିଶନର ଓ ମେୟର ୱାର୍ଡରେ ରେ ପହଞ୍ଚି ତଦାରଖ କରିବା ସହ ପୁରୁଣା ବ୍ରହ୍ମପୁର ୧୧ନମ୍ବର ୱାର୍ଡ ର ଅଭିଯୋଗ ମିଟିଂ ରଖାଯାଇଥିଲା ଏହି କାର୍ଯ୍ୟରେ କର୍ପୋରେଟର ଚିତ୍ରସେନ ମହାପାତ୍ର ଏବଂ ସେହି ଅଞ୍ଚଳ ର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ଯୋଗ ଦେଇ କାର୍ଯ୍ୟକୁ ସୁ ସମ୍ପାଦନା କରିଛନ୍ତି.


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

