ମହାଳୟା ଅମାବାସ୍ୟା ଥିବା ରୁ ମା ତାରିଣୀଙ୍କର ବିଶେଷ ପୂଜା
ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ଆଜି ମହାଳୟା ଅମାବାସ୍ୟା ଥିବା ରୁ ମା ତାରିଣୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ଲାଗି କରାଯାଇଥିଲା ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା ସନ୍ଧ୍ୟା ରେ ଆଳତି ରାତ୍ରରେ ପହଡ଼ ପଡ଼ିବ। ଆସନ୍ତା କାଲି ୧୫/୧୦/୨୦୨୩ ମା’ଙ୍କର ନବ ରାତ୍ରୀ ପୂଜା ଆରମ୍ଭ ମା ସଜେଇ ହେବେ ବିଭିନ୍ନ ପ୍ରକାର ବେଶରେ ।




