ନୂଆଦିଲ୍ଲୀ : ବରିଷ୍ଠ ଆଇଏଫଏସ୍ (ଭାରତୀୟ ବିଦେଶ ସେବା) ଅଧିକାରୀ ଅରିନ୍ଦମ ବାଗ୍ଚୀଙ୍କୁ ଜେନିଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ରାଷ୍ଟ୍ରଦୂତ (ସ୍ଥାୟୀ ପ୍ରତିନିଧି) ନିଯୁକ୍ତ କରାଯାଇଛି । ୧୯୯୫ ବ୍ୟାଚ୍ ଆଇଏଫ୍ଏସ୍ ଅଧିକାରୀ ବାଗ୍ଚୀ ବର୍ତ୍ତମାନ ବିଦେଶ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ପାହ୍ୟାରେ କାର୍ଯ୍ୟ କରୁଥିବାବେଳେ ମୁଖପାତ୍ର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


