ଖୁରୁଣ୍ଟି ଗାଡପୂର କାର୍ତ୍ତିକ କମିଟିରେ ଯୋଗ ଦେଲେ ସମବାୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ଙ୍କ ଭାଇ ଯିଏ ପୂର୍ବତନ ବିଜେପି ଜିଲ୍ଲା ପରିଷଦ।
ଯାଜପୁର ଖୁରୁଣ୍ଟି ଗାଡପୂର କାର୍ତ୍ତିକ କାର୍ତ୍ତିକେ ଶ୍ଵର କମିଟି ରେ ଯୋଗ ଦେଲେ ସମବାୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ଙ୍କ ଭାଇ ଯିଏ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ରମଣୀ ରଞ୍ଜନ ବଳ ସାମନ୍ତ।ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ସୁକିନ୍ଦା ବ୍ଲକ ଖୁରୁଣ୍ଟି ଗାଡପୂର ରେ କାର୍ତ୍ତିକ ଶ୍ଵର ପୁଜା ଅନୁଷ୍ଠିତ ହୋଇଛି। ସେହି ପୂଜା ଦୀର୍ଘ ୩ ବର୍ଷ ହେଲା ଅନୁଷ୍ଠିତ ହୋଇଛି।ସେଥିପାଇଁ ସୁକିନ୍ଦା ବିଜେପି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୌରିକ ମହା ଉତ୍ସବ ର ପ୍ରସ୍ତୁତିବୈଠକ ଥିବାରୁ ମନ୍ତ୍ରୀ ପ୍ରଦିପି ବଳ ସାମନ୍ତ ତାଙ୍କ ସାନ ଭାଇ ରମଣୀ ରଞ୍ଜନ ବଳ ସାମନ୍ତ ଙ୍କୂ କାର୍ତ୍ତିକ ଶ୍ଵର ପୁଜା ମଣ୍ଡପ କୁ ପଠାଇ ଥିଲେ। ସେଠାରେ ଖୁରୁଣ୍ଟି ଗାଡପୂର କାର୍ତ୍ତିକେ ଶ୍ଵର କମିଟି ର ସଭାପତି ଅରୁଣ ମଲ୍ଲିକ ଓ ରାସ ବିହାରୀ ତିରିଆ ଙ୍କୁ ସମ୍ବର୍ଦ୍ଧିତ କରି ଥିଲେ। କହିଥିଲେ ଯେ ଏହି କାର୍ତ୍ତିକେୟ ଶ୍ଵର ପୁଜା ଟି ଖୁରୁଣ୍ଟି ର ଅରୁଣ ମଲ୍ଲିକ ଗାଡପୂର ଗ୍ରାମର ରାସ ବିହାରୀ ତିରିଆ ଙ୍କ ଆଶ୍ରୀବାଦ ରୁ ଚାଲିଛି। ଏହି ଅନୁଷ୍ଠାନ ଟି କିପରି ଆଗକୁ ବଂଚି ରହିବ ବଢ ଧୁମ୍ ଧାମ ରେ ରହି ଚାଲିବ ସେଥିପାଇଁ ସମବାୟ ମନ୍ତ୍ରୀ ଙ୍କ ଭାଇ ଯିଏ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ରମଣୀ ରଞ୍ଜନ ବଳ ସାମନ୍ତ ସବୁ ବେଳେ ସବୁ ସମୟରେ ଦୁଃଖ ସୁଖରେ ଯେତେ ବାଧା ବିଘ୍ନ ଆସିଲେ ବି ଖୁରୁଣ୍ଟି ଗାଡପୂର କାର୍ତ୍ତିକ କାର୍ତ୍ତିକେ ଶ୍ଵର କମିଟି ପାଖରେ ପହଂଚି ବେ ସାରା ଜୀବନ ପାଇଁ ବୋଲି ମନ୍ତ୍ରୀ ଙ୍କ ଭାଇ ପ୍ରତିସୃତି ଦେଲେ।ଆଉ କହିଲେ ଏକ ନିଆରା ଢଙ୍ଗରେ କାର୍ତ୍ତିକେ ଶ୍ଵର ପୁଜା ଚାଲିଛି ୨୦୨୫ ମସିହା ରେ ବଡ ଧାରଣା ରେ କେମିତି ହେବ ସେଥି ପାଇଁ ସବୁ ପ୍ରକାର ସୁଭିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।



