ଝାରସୁଗୁଡା: ଜେସିବି ଲଗାଇ ଏଟିଏମ ତାଡ଼ି ନେଇଗଲେ ଦୁର୍ବୃତ୍ତ। ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ ଚୋରି ହୋଇଛି।
ଗତକାଲି ରାତିରେ କେହି ଦୁର୍ବୃତ୍ତ ଜେସିବି ଲଗାଇ ଏହି ଏଟିଏମକୁ ତାଡ଼ି ନେଇଥିବା ଜଣାପଡ଼ିଛି। ସୂଚନା ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେପଟେ, ଜେସିବି ମାଲିକଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରଉଚରା କରୁଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


