ଢେ଼ଙ୍କାନାଳ ୯ନମ୍ବର ୱାର୍ଡ ବନମାଳୀ ପ୍ରସାଦ ଠାରେ ୨୦୨୫ ରଜ ମହୋତ୍ସବ ଧୁମ ଧାମ ରେ ପାଳନ କରାଯାଉଛି । ୧୫ ପ୍ରକାର ନୂଆ ଦୋଳି ଲାଗିଚି। ଝିଅ ଓ ବହୁ ମାନେ ଏହି ଦୋଳି ର ମଜା ନେଉଛନ୍ତି । ଏହି ରଜ ମହୋତ୍ସବ କାଉନସିଲର ସୂର୍ଯ୍ୟ ପ୍ରତାପ ରାଉତ ଓ ଗ୍ରାମର ଯୁବକ ମାନ ଙ୍କ ତତ୍ତ୍ଵାବଧାନରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ପାଳନ କରାଯାଉଛି




