ଲଭର୍ସ ପଏଣ୍ଟ’କୁ ନେଇ ଚିନ୍ତାରେ ରାଜ୍ୟ ସରକାର । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସୁରକ୍ଷା ଯୋଗାଇବାକୁ ଦୁଇ ଥର ବୈଠକ ବସି ସାରିଲାଣି । ଗୋପାଳପୁର ଘଟଣାରେ ରାତିକ ଭିତରେ ଅଭିଯୁକ୍ତଙ୍କୁ ଧରାଯାଇଛି । ଯେତେ ପର୍ଯ୍ୟଟନ ସ୍ଥଳୀ ଓ ଲଭର୍ସ ପଏଣ୍ଟ ଅଛି, ସୁରକ୍ଷାକୁ ଗୁରୁତ୍ବ ଦେଉଛୁ।

All rights reserved. Designed by Inter Softech