ବିରୂପା ନଦୀରୁ ମିଳିଲା ମୃତଦେହ
କଟକ: କଟକ ବିରୂପା ନଦୀରୁ ମିଳିଲା ନିଖୋଜ ଥିବା ଉଦିତ୍ ସାହୁଙ୍କ ମୃତଦେହ । ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି। ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର୍। ଜଗତପୁର ପଣ୍ଡାସାହି ନିକଟରେ ଖସିପଡ଼ିଥିଲା କାର୍।

All rights reserved. Designed by Inter Softech