ଭୁବନେଶ୍ବର: ଡିଜେଲ୍ ଚାଳିତ ‘ଆମ ବସ୍’ ହଟେଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏଣିକି ରାସ୍ତାରେ ଗଡ଼ିବ କେବଳ ଇଭି ଆମ ବସ୍। ଡିଜେଲ ବସ୍କୁ ଧିରେ ଧିରେ ସ୍କାର୍ପ କରାଯିବା ସହ ଇଭି ବସ୍ ଅଣାଯିବ।

All rights reserved. Designed by Inter Softech