ନୁଆଦିଲ୍ଲୀ: ଏଲପିଜି ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ସ୍ପଷ୍ଟୀକରଣ । ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ । କେବଳ ଅନଧିକୃତ ଏଲପିଜି ବ୍ୟବହାରକାରୀଙ୍କ ପାଇଁ ଇ- କେୱାଇସି ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ ଇ- କେୱାଇସି କରିବା ନାହିଁ । ଯେଉଁ ଏଲପିଜି ଉପଭୋକ୍ତା ଇ- କେୱାଇସି କରି ନାହାନ୍ତି ସେମାନେ କରିବେ ।
ଯଦି ପିଏମୟୁୱାଇ ଉପଭୋକ୍ତା ନୁହଁନ୍ତି, ପୂର୍ବରୁ ଇ- କେୱାଇସି କରିଛନ୍ତି, ଦରକାର ନାହିଁ । ପିଏମୟୁୱାଇ ଉପଭୋକ୍ତା ପ୍ରତି ବର୍ଷ ଇ- କେୱାଇସି କଲେ ଡିବିଟିରେ ପାଇବେ । ଇ- କେୱାଇସି ନିଜେ ଘରେ ବସି କରିପାରିବେ କହିଛନ୍ତି, ପେଟ୍ରୋଲିୟମ ମନ୍ତ୍ରାଳୟ । କୌଣସି କ୍ଷେତ୍ରରେ ବି ଏଲପିଜି ଯୋଗାଣ ପ୍ରଭାବିତ ହେବ ନାହିଁ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

