ଭୁବନେଶ୍ୱର : ବିଜେଡିରୁ ୬ ବିଧାୟକ ନିଲମ୍ବିତ । ବିଜେଡି ପିଏସି ବୈଠକ ପରେ ପ୍ରମିଳା ମଲ୍ଲିକଙ୍କ ସୂଚନା । ପ୍ରମିଳା କହିଲେ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ କୁହାଯିବ । ବିଜେଡି ଆଇନଗତ ଲଢେଇ ଲଢ଼ିବ । ଅବୖଧ ଭୋଟ୍ ଗଣନା କରାଯାଇଛି । ସୂଚନାମୁତାବକ, ବିଜେଡିର ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ ।

April 19, 2026/
No Comments


