ନୁଆଦିଲ୍ଲୀ: ଓଡ଼ିଶା ଫେରିଲା ପୋସ୍କୋ। ଢିଙ୍କିଆରୁ ହଟିଥିଲା, ଢେଙ୍କାନାଳରେ କରିବ ବଡ଼ ନିବେଶ।ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ। ଦିଲ୍ଲୀରେ ଆୟୋଜିତ ଭାରତ-କୋରିଆ ବ୍ୟାବସାୟିକ ଶିଖର ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ମିଳିତ ଚୁକ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, JSW ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ POSCO ଅଧ୍ୟକ୍ଷ ଚାଙ୍ଗ ଇନ୍-ହ୍ୱାଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।
ଢେଙ୍କାନାଳରେ ସ୍ଥାପନ ହେବ ବାର୍ଷିକ ୬ ମିଲିୟନ୍ ଟନ୍ କ୍ଷମତା ସମ୍ପନ୍ନ ବୃହତ ଷ୍ଟିଲ୍ ପ୍ଲାଣ୍ଟ। ଏଥିରେ ଉଭୟ କମ୍ପାନୀର ୫୦ ପ୍ରତିଶତ ଲେଖାଏଁ ଅଂଶଧନ ରହିବ। ଏହି ପ୍ରକଳ୍ପରେ ୩୫ ହଜାର କୋଟି ନିବେଶ ହେବ ବୋଲି ସୂଚନା ମିଳିଛି।
ନୂଆଦିଲ୍ଲୀ: ଓଡ଼ିଶା ଫେରିଲା ପୋସ୍କୋ। ଢିଙ୍କିଆରୁ ହଟିଥିଲା, ଢେଙ୍କାନାଳରେ କରିବ ବଡ଼ ନିବେଶ।ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ। ଦିଲ୍ଲୀରେ ଆୟୋଜିତ ଭାରତ-କୋରିଆ ବ୍ୟାବସାୟିକ ଶିଖର ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ମିଳିତ ଚୁକ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, JSW ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ POSCO ଅଧ୍ୟକ୍ଷ ଚାଙ୍ଗ ଇନ୍-ହ୍ୱାଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଢେଙ୍କାନାଳରେ ସ୍ଥାପନ ହେବ ବାର୍ଷିକ ୬ ମିଲିୟନ୍ ଟନ୍ କ୍ଷମତା ସମ୍ପନ୍ନ ବୃହତ ଷ୍ଟିଲ୍ ପ୍ଲାଣ୍ଟ। ଏଥିରେ ଉଭୟ କମ୍ପାନୀର ୫୦ ପ୍ରତିଶତ ଲେଖାଏଁ ଅଂଶଧନ ରହିବ। ଏହି ପ୍ରକଳ୍ପରେ ୩୫ ହଜାର କୋଟି ନିବେଶ ହେବ ବୋଲି ସୂଚନା ମିଳିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

