ଘର ଘର ବୁଲି ଶିକ୍ଷକ ଙ୍କ ଜାତୀୟ ଜନଗଣନା!

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରେ ଶିକ୍ଷକ ମାନଙ୍କ ଦ୍ଵାରା ଘର ଘର ବୁଲି ଜନଗଣନା କରୁଥିବାବେଳେ, ପିଳିକିଆ ପଂଚାୟତ ଅନ୍ତର୍ଗତ, ପିଳିକିଆ, ବାଲିଛଡା, ଗାଙ୍ଗପୁର, ଗ୍ରାମରେ ଜନଗଣନା ଶିକ୍ଷକ ମାନେ କରୁଥିବାବେଳେ,ମହିଭର ଗ୍ରାମରେ ଶିକ୍ଷକ ଶ୍ରୀ ପ୍ରଶାନ୍ତ ବିଶି ଓ ବିଷ୍ଣୁ ଚରଣ ପୁଝାରି ଘର ଘର ବୁଲି ଲୋକ ମାନଙ୍କୁ ପଚାରି ବୁଝାଇ ଜନଗଣନା ସର୍ଭେଇ କାର୍ଯ୍ୟ ସୁନ୍ଦର ଭାବରେ କରୁଥିବା ଦେଖିବାକୁ ମିଳିଛି, ଆଜି ପିଳିକିଆ ପଂଚାୟତ ସରପଞ୍ଚ ଶ୍ରୀମତୀ ସଭ୍ୟାରାଣୀ ସୁନାନୀ, ସମାଜସେବୀ ଶ୍ରୀ ବାଲେଶ୍ୱର ସୁନାନୀ, ଶ୍ରୀ ଶିବରାମ ଗୁରୁ ଙ୍କ ଘର ଗୁଡାକ ବୁଲି ବୁଲି ପଚାରି ଜନଗଣନା କରିଥିବା ଦେଖିବାକୁ ମିଳିଛି,କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ,




