୨୦୨୬ ହାଇସ୍କୁଲ ସାର୍ଟାଫିକେଟ ପରୀକ୍ଷାରେ ପ୍ରଦୀପ ସାରେ ଙ୍କ ଟିଉସନ ଛାତ୍ରୀ ସିମି ସାହୁ ଗେଙ୍ଗୁଟିଆ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ତରେ ସର୍ବାଗ୍ରେ ସର୍ବୋଚ୍ଚ ନମ୍ବର ୫୦୭ ନମ୍ବର ଶତକଡା ୮୪ ଦଶମିକ ୫ ବିଦ୍ୟାଳୟରେ ୧ମ ସ୍ଥାନ ଅଧିକାର କରିଛନ୍ତି. । ଗଣିତ – ୯୦, ବିଜ୍ଞାନ-୮୬,ଇଂରଜା-୮୫ ପ୍ରାପ୍ତ କରିଛନ୍ତ, ., ଟିଉସନ ର ପ୍ରଦୀପ ସାରେ ଛାତ୍ରୀର ଉତ୍ତରାତ୍ତୋର ଉନ୍ନତି ସହ ଶୁଭ ଅଭିନନ୍ଦନ ଜଣାଇଛନ୍ତି, ଗେଙ୍ଗୁଟିଆ ଗ୍ରାମର ଆରାଧ୍ୟା ଦେବତା ଶ୍ରୀ ସତ୍ୟ ନାରାୟଣଙ୍କ ପଦାରବିନ୍ଦରେ ଅନନ୍ତ କୋଟି ପ୍ରଣାମ । ଗେଙ୍ଗୁଟିଆ , ସଦର ବ୍ଲକ, ଢେଙ୍କାନାଳ .. ଟିଉସନରେ ୧୩ ଜଣ ଛାତ୍ର ଓ ଛାତ୍ରୀ ସମସ୍ତେ ଭଲ ସ୍ଥାନ ରଖି ପାସ କରିଛନ୍ତି । ପ୍ରଦୀପ ସାରେ ୧୯୯୨ ମସିହାରୁ ନିରବିଛିନ୍ନ ଟିଉସନ କରି ଅସୁଛନ୍ତି, । ଗଣିତ, ବିଜ୍ଞାନ, ଇଂରାଜୀ ବିଷୟକୁ ୨ବେଳା ଟିଉସନ ହେଉଛି । ଗେଙ୍ଗୁଟିଆ ଶିଶୁ ମନ୍ଦିର ନିକଟରେ । ପ୍ରତ୍ୟକ ବର୍ଷ ପରି ଏବର୍ଷ ଟିଉସନ ର ସଫଳା ତା ହାର ଏ ଅଚଳ ଅନ୍ୟ ଟିଉସନ ଅପେକ୍ଷା ଯଥେଷ୍ଟ ଅଧିକ । ୩୪ ବର୍ଷର ଅଭିଜ୍ଞତ । ଯୋଗାଯୋଗ ଗୋ ନଂ ୯୪୩୮୫୪୭୯୨୪

May 5, 2026/
No Comments


