ଭବାନୀପାଟଣା (ଜାଗ୍ରତ ଭାରତ )
କଳାହାଣ୍ଡି ଜିଲ୍ଲା ମୁଖ୍ୟ ସହର ଭବାନୀପାଟଣା ସହରରେ କାଲି ଅପରାହ୍ନରେ ତାଣ୍ଡବ ରଚ଼ିଳା କାଳବୈଶାଖୀ। ସହରର ବିଭିନ୍ନ ସ୍ଥାନମାନଙ୍କଠାରେ ଗଛପତ୍ର ଭାଙ୍ଗି ଯାତାୟତ ରେ ବାଧା ଉପୁଜିବା ସହ ବିଦ୍ୟୁତ୍ ସର୍ବହରା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଦୃଶ୍ୟଟି ସହରର ମଧ୍ୟ ସ୍ଥଳି ଷ୍ଟେଚ୍ୟୁଛକ ପାଖର । ବିଭାଗ ତରଫରୁ ତୁରନ୍ତ ରାସ୍ତାରେ ପଡ଼ିଥିବା ଗଛ ହଟାଇ ଯାତାୟତ କୁ ସ୍ୱାଭାବିକ ଅବସ୍ଥାକୁ ଅଣାଯାଇଥିଲା ।



