ଅଚିହ୍ନା ଯୁବକଙ୍କ ଆତ୍ମହତ୍ୟା, ନ ହତ୍ୟା ସନ୍ଦେହରେ ସ୍ଥାନିୟ ଲୋକେ।
କେଗାଁ/୧୭/୫/୨୬/କଳାହାଣ୍ଡି ଜିଲ୍ଲା କେ ଗାଁ ଥାନା ଅଧୀନରେ ଥିବା ମିର ମିରି, ତେଣ୍ଡୋ ପାଣି ରାସ୍ତା କଡ଼ରଏକ ସହ ମିଟର ଅମୂଳା ବହିଲି ସିନାଗଛ ରେ ଏକ ଦୂର୍ଘଟଣା ଦେଖିବାକୁ ମିଳିଛି,ପ୍ରାପ୍ତ ସୂଚନାରୁ ଜଣାପଡିଛି ଏକ ସିନାଗଛ ଉପରେ ଏକ ଅଚିହ୍ନା ଯୁବକଙ୍କ ଆତ୍ମହତ୍ୟା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଏହା ଆତ୍ମାହତ୍ୟା ନା ହତ୍ୟା କରାଯାଇଛି ବୋଲି ସ୍ଥାନିୟ ଲୋକେ ସନ୍ଦେହ ସୃଷ୍ଟି ହୋଇଛି, ଯୁବକ ଧଳା ପ୍ୟାଣ୍ଟ ଓ କଳା ପଟିଂ ପିଦିଛି,ଏ ନେଇ କେ ଗାଁ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରହିଥିବା ଅନୁମାନ କରାଯାଉଛ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ



