
କୁଚିଣ୍ଡା ବିଜେପି ପାର୍ଟୀ ଅଫିସ ରେ ଶତକଡ଼ା ୯୦% ରୁ ଉର୍ଦ୍ଧ ମାର୍କ ରଖିଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା
ଜମନକିରା – କୁଚିଣ୍ଡା ବିଜେପି ପାର୍ଟୀ ଅଫିସ ରେ ଶତକଡ଼ା ୯୦% ରୁ ଉର୍ଦ୍ଧ ମାର୍କ ରଖିଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି |

ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରୟଣ ନାଏକ ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀ ଯଥା କୁଚିଣ୍ଡା ଶିଶୁ ମନ୍ଦିର ଛାତ୍ରୀ ବାମରା ର ଦୈତାରୀ ପଣ୍ଡାଙ୍କ ଝିଅ ଅନିତା ପଣ୍ଡା ଚଳିତ ବର୍ଷ ମେଟ୍ରିକ ପରିକ୍ଷାରେ ୫୪୦ ମାର୍କ ରଖି A1 ଗ୍ରେଡ ସହିତ,କିଣ୍ଡିରା ସ୍କୁଲ୍ର ୨ ଜଣ,ଜମନକିରା କେନାଡ଼ିପା ରୁ ପ୍ରିତମ ପ୍ରିୟାଂସୁ ଘଡ଼େଇ, କୁଚିଣ୍ଡା ସରସ୍ପତୀ ଶିଶୁ ମନ୍ଦିର ର ୩ ଜଣ, ବନ୍ଦକାନି ଉଚ୍ଚ ବିଦ୍ୟାଳୟ ରୁ ୩ ଜଣ,ଜରାବଗା ବିଦ୍ୟାଳୟରୁ ଜଣେ ଜମନକିରା ଉଚ୍ଚ ବିଦ୍ୟାଳୟ ରୁ ଯୁକ୍ତ ୨ କଳା ପାଇଁ ୨ ଜଣ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନଗଦ ୫୦୦୦ ଲେଖାଏଁ ପ୍ରଦାନ କରିଛନ୍ତି |

ସମ୍ବଲପୁର ରୁ ନରେନ୍ଦ୍ର ସାହୁଙ୍କ ରିପୋର୍ଟ୍
ଜାଗ୍ ଜାଗ୍ରତ ଭାରତ ନ୍ୟୂଜ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-11-scaled.jpg)


