ଭୁବନେଶ୍ବର: ବଡ଼ ଘୋଷଣା କଲେ ରାଜ୍ୟ ସରକାର । ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା । ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷାର୍ଥୀ OSRTC ବସରେ ମାଗଣାରେ ଯାଇପାରିବେ । ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା ବସ୍ ସେବା । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ ଦେଇଛି । ଆସନ୍ତା ୨୧ ତାରିଖରେ ନିଟ (UG) ପୁନଃପରୀକ୍ଷା ହେବ ।



