ଭାଇରାଲ ଜ୍ଵର ସାଜିଛି ମୁଣ୍ଡବିନ୍ଧାର କାରଣ

ଢ଼େଙ୍କାନାଳ ଜିଲ୍ଲାରେ ରୁତୁର ପରିବର୍ତ୍ତନ ହେଉଥିବାବେଳେ ଏବେ ଲୋକଙ୍କ ସ୍ଵାସ୍ଥ୍ୟ ମଧ୍ୟ ପରିବର୍ତ୍ତନ କରି ପକାଉଛି ପିଲା ଠାରୁ ବୁଢ଼ାଯାଏଁ ଯାହାକୁ ଦେଖିବଥଣ୍ଡା କାଶଜ୍ଵର ଏହି ଋତୁର ପରିବର୍ତ୍ତନରେଖାପଖାଉନି ସ୍ୱାସ୍ଥ୍ୟବସ୍ଥା ଜ୍ଵର ଲୋକଙ୍କୁ ଅଣାୟତ କରି ପକାଉଛି ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳ ୟରେ ଲୋକଙ୍କ ଲମ୍ବା ଲାଇନ୍, ଦେଖିବାକୁ ମିଳୁଛି କିଏ ମେଡ଼ିସିନ୍ ଆଣି ଘରେ ଚିକିତ୍ସିତ ହେବାକୁ ଚାହିଁଲେସେଇ ଗୋଟିଏ କଥା ଭାଇରାଲ୍ ଜ୍ଵର ବର୍ଷାରେ ଉଡ଼ିବା ଦୃଷିତ ପାନୀୟ ଜଳ ପ୍ରଦ୍ୟୁଷିତ ବାୟୁବାୟୁମଣ୍ଡଳ ଋତୁ ପରିବର୍ତ୍ତନର ବ୍ୟାହାତଘର ପାଖ ଡ୍ରେନ ଆବର୍ଜନ ଦୃଷିତ ପରିବଶେଇତ୍ୟାଦି ଏପରି ସମସ୍ୟାରେ ଲୋକ ରହିଲେ ରୋଗ ବ୍ୟାପିବା ନିଶ୍ଚିତାଢ଼େଙ୍କାନାଳ ଜିଲ୍ଲା ଏକ ଶିଳ୍ପବହୁଳ ଜିଲ୍ଲା ହୋଇଥିବାବେଳେ କ୍ରସର ଓ କଳାମୁଗୁନି ପଥର ଗୁଣ୍ଡ ଖଣିଖାଦାନ ସାଙ୍ଗକୁ କଳକାରଖାନା ଗଢ଼ିଉଠିଛି । ସେହିପରି ଜିଲ୍ଲାର ଓଡ଼ାପଡ଼ାବ୍ଲକ ଆଖପାଖ ଅଞ୍ଚଳବାସୀଙ୍କ କହିବା କଥା ଲୋକଙ୍କ ମୌଳିକ ସୁବିଧାକୁ ପ୍ରଥମେ ପ୍ରଧାନ୍ୟ ଦେବା କଥା କିନ୍ତୁ ଏଗୁଡ଼ିକ ପ୍ରାଧନ୍ୟତା ନଦିଆ ଯାଇ ଲୋକଙ୍କ ଜମିବାଡି ଘରଦ୍ଵାରା ସବୁ ନେଇ କଳକାରଖାନା ଖଣି ଖାଦନ କଳକାରଖାନାଧୁଆଁ ଧୂଳି ପାଉଁଶରେ ଜିଲ୍ଲାରେ ବିଭିନ୍ ଅଞ୍ଚଳ ଆକ୍ତ।ମାକ୍ତା ଏପରି କାରଣରୁ ଲୋକ ରୋଗଗ୍ରସ୍ତ ହେବ।ରେ ଲାଗିଛନ୍ତିବୋଲି ସୁଣିବାକୁ ମିଳେ, ଢ଼େଙ୍କାନାଳରୁ ଅନନ୍ତ ମହାପାତ୍ରଙ୍କ ରିପୋର୍ଟ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)