ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁରୁକ୍ତି କରଣ ଶିବିର ଅନୁଷ୍ଠିତ.

ତା 24,7,2026ରିଖ ଶୁକ୍ରବାର ଦିନ ଏଗାର ଘଟିକା ସମୟରେ, ଦୁଦୁରକୋଟ ଗ୍ରାମ ପଂଚାୟତ ଅଧିନସ୍ତ ବ୍ରାହ୍ମଣ ମରା ଅଧିଷ୍ଠାତ୍ରୀ ଦେବୀ ମା ବାଉତି ପୀଠରେ ଅନୁଷ୍ଠିତ ହୋଇଯାଇଛି.. ସଂଚୟ ଓ ଆର୍ଥିକ ସେବା ସଂଗଠନ ଜିଲ୍ଲା ପ୍ରଶାସନ ଢେଙ୍କାନାଳ, ର ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀମତୀ ପ୍ରଗ୍ନ୍ୟା ମିଶ୍ର, ସଦର ଉପଖଣ୍ଡ ସ୍ୱଳ୍ପ ସଂଚୟ ଅଧିକାରୀ ଅଭିଲିପ୍ଶା ବିଶ୍ୱାଳ ଉପଡାକଘର ଖଜୁରିଆକଟା ର ପୋଷ୍ଟ ମାଷ୍ଟର ପ୍ରିୟବ୍ରତ ସେଠି, ରଞ୍ଜଗୋଳ ଶାଖାର ସୌମ୍ୟରଞ୍ଜନ ସାହୁ, ପୋଷ୍ଟାଲ ଏଜେଣ୍ଟ ଵିମଳି ସାମଲ ପ୍ରମୁଖ ସଂଚୟ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ. ଏହି ସଭାରେ ପୁର୍ବତନ ସାମାରିକ କର୍ମଚାରୀ, ଗଗନ ସାମଲ, ଦୁର୍ଯ୍ୟୋଧନ ସାମଲ ବାଲ୍ମୀକି ସାମଲ ଶରତ ସାମଲ ପ୍ରଶାନ୍ତ ସାମଲ ଓ ଶହେ ରୁ ଊର୍ଧ୍ଭ ମହିଳା ଯୋଗଦେଇ ଶିବିରକୁ ସାଫଲ୍ୟ କରିଥିଲେ.. ସମସ୍ତ କାର୍ଯ୍ୟକ୍ରମ କୁ ମନୋଜ ଗଡ଼ନାୟକ ବୀରେନ୍ଦ୍ର ସାମଲ ସାମ୍ବାଦିକ ଅଜୟ ଭଞ୍ଜ ସାମ୍ବାଦିକ ଶଶୀକାନ୍ତ ଗଡ଼ନାୟକ, ସମାଜସେବୀ ଭ୍ରମରବର ସାମଲ ପ୍ରଶ୍ନ ସାମଲ ଗଗନ ସାମଲ, ଅଧିକାରୀ ସାମଲ, ମାନସ ସାମଲ, ପ୍ରଦୀପ ସାମଲ



