

ଷ୍ଟିଲ ସିଟ ରାଉରକେଲା
ରେ ବେପାରୀ ଅସୁରକ୍ଷିତ
(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୧୯/୧୨/୨୦୨୦
ସୁନ୍ଦରଗଡ଼ /ରାଉଲାକେଲା:ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମୁଖ୍ୟଚିକିତ୍ସାଳୟ ନିକଟରେ ଥିବା ଏସ୍ ଟି ଆଇ (STI) ଫ୍ଲାଏଓଭର ପାଖରେ ଗୁଳିକାଣ୍ଡ।ଗୁଳିକାଣ୍ଡରେ ସୁନା ଅଳଙ୍କାର ଦୋକାନି ସରୋଜ ସାହୁ ଙ୍କ ମୃତ ହୋଇଥିବା ଜଣାପଡିଛି। ସୁନା ଦୋକାନୀ ଙ୍କୁ ତାଙ୍କୁ ରାଉରକେଲା ସରକାରୀ ମୁଖ୍ୟଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେତେ ଲୁଟ୍ ହୋଇଛି, ସେନେଇ କୌଣସି ସ୍ପଷ୍ଟ ହୋଇନି। ଏହି ଗୁଳିକାଣ୍ଡ ପରେ ରଘୁନାଥପାଲି ପୋଲିସର ଘଟଣାର ତଦନ୍ତ ଜାରି ରଖିଛି।




