ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସୋଚାମ କୁ ସମ୍ବୋଧିତ କରିବେ ପିଏମ ମୋଦୀ

ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଳ୍ପ ସଂସ୍ଥା ଆସୋଚାମର ପ୍ରତିଷ୍ଠା ସପ୍ତାହକୁ ଅର୍ଥାତ୍ ଡିସେମ୍ବର 19 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଗୁରୁବାର ପ୍ରକାଶିତ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ଅବସରରେ ରତନ ଟାଟାଙ୍କୁ ‘ଆସୋଚାମ ଏଣ୍ଟରପ୍ରାଇଜ୍ ଅଫ୍ ଦି (ସେଂଚୁରୀ ଆୱାର୍ଡ) ଶତାବ୍ଦୀ ପୁରସ୍କାର’ ପ୍ରଦାନ କରିବେ।



